ନୀରବିଗଲା ରାଇମୋହନଙ୍କ ହୃଦସ୍ପନ୍ଦନ ସଂଳାପ
ନୀରବିଗଲା ରାଇମୋହନଙ୍କ ହୃଦସ୍ପନ୍ଦନ ସଂଳାପ ଭୁବନେଶ୍ୱର(ଏନ୍.ଏମ୍.): ବରିଷ୍ଠ ସିନେ ଅଭିନେତା ତଥା ଯାତ୍ରା ଜଗତର ବାଦ୍ସାହା ରାଇମୋହନ ପରିଡା ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର, ଯାତ୍ରା, ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନଥିଲେ ମଧ୍ୟ ପୁଲିସର ତନାଘନା ଆରମ୍ଭ ହୋଇଛି । ତାଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ…
