ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ
ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ କଟକ(ଏନ୍.ଏମ୍.): ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ ସ୍ଥାନୀୟ ଲିଙ୍କରୋଡ଼ ସ୍ଥିତ ଲିଙ୍କ ଆଇ ହସ୍ପିଟାଲ ପରିସରରେ ଏକ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମେରିକାର ସନ୍ଥ ସ୍ୱାମୀ ଅଦ୍ୟାନନ୍ଦ ସରସ୍ୱତୀ ଉଦ୍ଘାଟକ ଭାବେ ଯୋଗଦେଇ ସମସ୍ତ ଧର୍ମର ଜନସାଧାରଣ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବା ମଣିଷର ପରମ କର୍ତ୍ତବ୍ୟ ବୋଲି ମତପ୍ରକାଶ କରିଥିଲେ । ପ୍ରତ୍ୟେକ ଧର୍ମର…
