ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ
ଜଗତସିଂହପୁର(ଏନ୍.ଏମ୍.): ପବିତ୍ର ରଥଯାତ୍ରା ଅବସରରେ କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ୨ଟି ପ୍ରଧାନ ଡାକଘରେ ଏକ “ବିଶେଷ ରଦ୍ଦକରଣ ଷ୍ଟାମ୍ପ’ ଉନ୍ମୋଚନ ହୋଇଯାଇଛି । ଏଥି ମଧ୍ୟରୁ ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷ୍ୟରୁ ପ୍ରଧାନ ଡାକପାଳ ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ “ବିଶେଷ ରଦ୍ଦକରଣ ଷ୍ଟାମ୍ପ’ ଫିଲାଟେଲିଷ୍ଟ ହିମାଂଶୁ ଶେଖର ଦାସ ଓ ଜଗତସିଂହପୁରର ଜଣେ ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ ନିର୍ମଳ ଖୁଣ୍ଟିଆଙ୍କ ଉପସ୍ଥିତିରେ ଏହା ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ…
