ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ ପାଇଁ କଟକରେ ପ୍ରସ୍ତୁତି ବୈଠକ

ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ ପାଇଁ କଟକରେ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ତଥା ଏ ଯୁଗର ଅନ୍ୟତମ ମହାନ ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନର ପ୍ରସ୍ତୁତି ଉପଲକ୍ଷେ ଏସ୍.ୟୁ.ସି.ଆଇ.(ସି) ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନର ଗୁରତ୍ଵ ସମ୍ପର୍କରେ ଏସ୍.ୟୁ.ସି.ଆଇ.(ସି) ସାଧାରଣ…

Read More

ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ଖରିଫରେ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୃଷି ଭବନଠାରେ ଆୟୋଜିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ…

Read More

କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ

କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କଟକ (ଏନ୍‌.ଏମ୍‌.): ଏନଡିଏ ରାଷ୍ଟ୍ରପତି ପ୍ରାର୍ôଥନୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅରୁଚିକର ମନ୍ତବ୍ୟ ଦେବା ପ୍ରତିବାଦରେ ଆଜି କଟକ ନଗର ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ସ୍ଥାନୀୟ କଟକ ଚଣ୍ଡିମନ୍ଦିର ନିକଟରେ ବିଜେପି କର୍ମକର୍ତ୍ତାମାନେ କଂଗ୍ରେସ ନେତା ଅଜୟ କୁମାର ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରଖିଥିବା ଏହି ମନ୍ତବ୍ୟକୁ ବିରୋଧ କରି ଅଜୟ କୁମାର ଓ…

Read More

କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର

କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ୱାର୍ଡ଼ ତଥା ଅଞ୍ଚଳକୁ ସିଏମସି ମେୟର ସୁବାସ ସିଂହ କ୍ଷେତ୍ର ପରିଦର୍ଶନରେ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ତେବେ ସିଏମସି ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଥିବା ଅଭିଯୋଗ ପାଇ ମେୟର ନିଜେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ପରିପେକ୍ଷୀରେ ସି.ଡି.ଏ. ଅଂଚଳର ୪ ନମ୍ବର ୱାର୍ଡର…

Read More

ସର୍ବ ଭାରତୀୟ ତେରାପନ୍ଥ ପକ୍ଷରୁ ପାରଚାମ କେଶରିଆ ଶକ୍ତି କର୍ମଶାଳା ୧୬ରେ

ସର୍ବ ଭାରତୀୟ ତେରାପନ୍ଥ ପକ୍ଷରୁ ପାରଚାମ କେଶରିଆ ଶକ୍ତି କର୍ମଶାଳା ୧୬ରେ କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ତେରାପନ୍ଥ ମହିଳା ମଣ୍ଡଳ ତତ୍ତା୍ୱବଧାନରେ ପାରଚାମ କେଶରିଆ ଶକ୍ତି କର୍ମଶାଳା ଆସନ୍ତା ୧୬ ଜୁଲାଇ ତଥା ଶନିବାର ଦିନ ସ୍ଥାନୀୟ ଚୌଧୁରୀ ବଜାରସ୍ଥିତ ସହିଦ ଭବନ ଠାରେ ଅନୁଷ୍ଠିତ ହେବ । ଉକ୍ତଦିନ ପୂର୍ବାହ୍ନ ୯ଘଟିକା ଠାରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ଏହା ଚାଲିବ ବୋଲି କାଠଗଡା ସାହି ସ୍ଥିତ ତେରାପନ୍ଥ ଭବନରେ ତେରାପନ୍ଥ ମହିଳା ମଣ୍ଡଳ କଟକ ଦ୍ୱାରା…

Read More

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗୋଡ଼ ହରାଇଲେ ଅଟୋ ଡ୍ରାଇଭର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗୋଡ଼ ହରାଇଲେ ଅଟୋ ଡ୍ରାଇଭର ଆଠଗଡ଼ (ଏନ୍‌.ଏମ୍‌.): ସ୍ଥାନୀୟ ଆଠଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ ଅଟୋରେ ଯାଉଥିବା ୨ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏପରିକି ଡ୍ରାଇଭରଙ୍କର ୨ଟି ଯାକ ଗୋଡ଼ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଆଠଗଡରୁ କନ୍ଦରପୁରକୁ ସଂଯୋଗ କରୁଥିବା ରାସ୍ତାର କେନ୍ଦୁଟୋକଲି ସବରସାହି ନିକଟରେ…

Read More

ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର

ହଷ୍ଟେଲ ନିମ୍ନମାନର ଖାଦ୍ୟ ଖାଇ ବହୁ ଛାତ୍ରୀ ଗୁରୁତର ଆଠଗଡ଼(ଏନ୍‌.ଏମ୍‌.): ନିମ୍ନମାନର ଖାଦ୍ୟ ଖାଇ ହଷ୍ଟେଲରେ ବହୁ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଉକ୍ତ ହଷ୍ଟେଲର ୮ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଅଭିଯୋଗ ଅନୁଯାୟୀ ସବୁବେଳେ ପିଲାମାନଙ୍କୁ ଦିଆ ଯାଉଥିଲା ବାସି ଖାଦ୍ୟ । ପୂର୍ବ ଦିନ ରୋଷେଇରୁ ଯାହା ବଳୁଥିଲା ତାକୁ ଖାଇବାକୁ ପିଲାମାନଙ୍କୁ ଏକ ପ୍ରକାର ବାଧ୍ୟ କରା ଯାଉଥିଲା ।…

Read More

ଦେଖନ୍ତୁ ରଥଯାତ୍ରାର ଶେଷ ପର୍ବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅପୂର୍ବ ଦୃଶ୍ୟ

ଦେଖନ୍ତୁ ରଥଯାତ୍ରାର ଶେଷ ପର୍ବ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅପୂର୍ବ ଦୃଶ୍ୟ ନିଷ୍କର୍ଷର ସିଧା ପ୍ରସାରଣ

Read More

ସିଏମସି ୪୮ନମ୍ବର ୱାର୍ଡରେ ଡିଲରଙ୍କ ମନମୁଖି କାର୍ଯ୍ୟକୁ ନେଇ କୁହୁଳୁଛି ଅସନ୍ତୋଷ

ସିଏମସି ୪୮ନମ୍ବର ୱାର୍ଡରେ ଡିଲରଙ୍କ ମନମୁଖି କାର୍ଯ୍ୟକୁ ନେଇ କୁହୁଳୁଛି ଅସନ୍ତୋଷ ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ହିତାଧିକାରୀଙ୍କୁ ଠିକ ସମୟରେ ରାସନ ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ହିତାଧିକାରୀ ରାସନ ସାମଗ୍ରୀ ନପାଇ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଅନ୍ୟପକ୍ଷେ ଡିଲରମାନେ ମାଲ ଆସିନି ପରେ ନେବ ବୋଲି କଥାକୁ ହାଲୁକା ଭାବେ କାଟି ଦେଉଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ସିଏମସି ୪୮ ନମ୍ବର ୱାର୍ଡ ଅନ୍ତର୍ଗତ ଫକିରପୁରସ୍ଥିତ ସରକାରୀ…

Read More

ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରବେଶରେ ଅଙ୍କୁଶ ପ୍ରତିବାଦ: କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରବେଶରେ ଅଙ୍କୁଶ ପ୍ରତିବାଦ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜଗତପୁର(ଏନ୍‌.ଏମ୍‌.): ବିଦ୍ୟାଳୟ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରିବା ଏବଂ ଯଦି ଯିବେ ତେବେ ଉକ୍ତ ସାମ୍ବାଦିକଙ୍କ ନାମରେ ଏଫ.ଆଇ.ଆର ଦିଆଯିବ । ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ଏକ ବିଜ୍ଞପ୍ତି ପ୍ରକାଶ ପାଇବା ଲୋକତନ୍ତ୍ର ପାଇଁ କୁଠାର ଘାତ ଓ ଏହାକୁ ନିନ୍ଦା କରିବା ସହ ଏହାକୁ ପ୍ରତ୍ୟାହାର ଦାବିରେ କଟକ-ଚୌଦ୍ୱାର ବିକାଶ ପରିଷଦ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ…

Read More

ସିଏମସି ୫୩ ନମ୍ବର ୱାର୍ଡର ସ୍ଥିତି ପରଖିଲେ ମେୟର ସୁବାଷ ସିଂହ

ସିଏମସି ୫୩ ନମ୍ବର ୱାର୍ଡର ସ୍ଥିତି ପରଖିଲେ ମେୟର ସୁବାଷ ସିଂହ କଟକ(ଏନ୍‌.ଏମ୍‌.): ସିଏମସି ୫୩ ନମ୍ବର ୱାର୍ଡ କର୍ପୋରେଟର ଅରବିନ୍ଦ ଜେନାଙ୍କ ଅନୁରୋଧ ରକ୍ଷା କରି ମେୟର ସୁବାସ ସିଂହ ୱାର୍ଡ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ଏହି ପରିଦର୍ଶନ ସମୟରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ୱାର୍ଡ କର୍ପୋରେଟର ଶ୍ରୀ ଜେନା ପ୍ରମୁଖ ଯୋଗଦେଇ ସମ୍ପୃକ୍ତ ୱାର୍ଡ଼ର କଲ୍ୟାଣୀ ନଗର, ଅନ୍ଦରପୁର, ଶ୍ରୀକ୍ଷେତ୍ର ନଗର, ଦୁଲ୍ଲାଦେଇ ରୋଡ ଆଦି…

Read More