୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର ଭୁବନେଶ୍ୱର (ଏନ୍‌.ଏମ୍‌.): ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି. ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଛି । ବରିଷ୍ଠ ଉପ -ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଅନନ୍ତ…

Read More

ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ

ଥଇଥାନ ହେବେ ରାସ୍ତାକଡର ଶିଶୁ ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତର ଏକ ପ୍ରମୁଖ ରାଜ୍ୟ ଭାବରେ ଓଡିଶା, ଶିଶୁ ଅଧିକାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛି । ଆଇନ୍ ସହାୟତା ଆବଶ୍ୟକ କରୁଥିବା ପ୍ରତ୍ୟକ ଶିଶୁଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ମିଳିତ ଜାତି ସଂଘର ଶିଶୁ ଅଧିକାର ସମ୍ମିଳନୀ ନିର୍ଯ୍ୟାସ ଅନୁସାରେ ଆମ ରାଜ୍ୟ ଶିଶୁମାନଙ୍କର ଉନ୍ନତି ଓ ସେମାନଙ୍କର ସୁରକ୍ଷା ନିମନ୍ତେ…

Read More

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ କଟକ(ଏନ୍‌.ଏମ୍‌.): କଟକ ରେଳଷ୍ଟେସନରେ ଆରପିଏଫ ଜବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମ୍ଭାବ୍ୟ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି ମା’ ଓ ଶିଶୁଙ୍କ ଜୀବନ । ତେବେ ଆରପିଏଫ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସାଧାରଣରେ ତାଙ୍କୁ ବେଶ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ, କଟକ ରେଲୱେ ଷ୍ଟେସନର ଆରପିଏଫ ମହିଳା ଏସଆଇ ମିସ ରୋଜି ଏବଂ ଏଏସଆଇ ସ୍ମୃତିରଞ୍ଜନ ସାହୁ ନାଇଟ…

Read More

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚିତାଲାଗି ପୁରୀ(ଏନ୍‌.ଏମ୍‌.): ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା’ ଗୃହରେ ବିପତ୍ତି ପଡ଼ିନଥାଏ ବୋଲି ପଦ୍ମପୁରାଣରେ ଉଲ୍ଲେଖ ରହିଛି । ଏହି ପରିପ୍ରେକ୍ଷୀରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ରତା ରହିଛି । ଏପରିକି ଚାଷୀ ପରିବାରରେ ସ୍ୱତନ୍ତ୍ର ଅଣଲେଉଟା ଚିତ୍ତାଉ ପିଠା ଭୋଗ ଲାଗି ହେବା ସହ ଗେଣ୍ଡା, କୋଚିଆ ଆଦି ଜଳଜୀବମାନଙ୍କୁ…

Read More

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସର ବିକ୍ଷୋଭ ଆଠଗଡ଼ (ଏନ୍‍.ଏମ୍‍.): ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାର ଉପଯୁକ୍ତ ତଦନ୍ତ ଓ ନ୍ୟାୟ ଦାବିରେ ଆଠଗଡ଼ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ବିକ୍ଷୋଭକାରୀମାନେ ସ୍ଥାନୀୟ କଖଡି ଠାରୁ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟରସାଇକେଲ ଶୋଭାଯାତ୍ରା ପରିକ୍ରମା କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।…

Read More

ପୁରୀରେ ବିଦ୍ୟୁତ ମହୋତ୍ସବ

ପୁରୀରେ ବିଦ୍ୟୁତ ମହୋତ୍ସବ କୋଣାର୍କ (ଏନ୍‍.ଏମ୍‍.): ବିଦ୍ୟୁତର ସଦବ୍ୟବହାର ଓ ବିଦ୍ୟୁତ ସଞ୍ଚୟ ନେଇ ପ୍ରତ୍ୟେକ ଜନସାଧାରଣ ସଚେତନ ହେଲେ, ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟ କରାଯାଇ ପାରିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି । ପୁରୀ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ପିଜିସିଆଇଏଲ, ଓପିଟିସିଏଲ, ଟିପିସିଓଡିଏଲର ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ ପାୱାର ଆଟଦରେଟ୨୦୪୭ ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ…

Read More

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ ସାଲେପୁର(ଏନ୍‍.ଏମ୍‍.): କଟକ ଜିଲ୍ଲା ସାଲେପୁର ଥାନା ଧର୍ମାଗତପୁର ଗ୍ରାମର ଜଣେ ଯୁବକ ଚାକିରୀ କରିବାକୁ ଯାଇ ୪ବର୍ଷ ଧରି ଘରକୁ ନଫେରିବା ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଏ ନେଇ ପରିବାର ଲୋକେ ପୁଅକୁ ଫେରାଇ ଆଣିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ତାହା ନିରୂକ୍ତ ବେଦନାରେ ପରିଣତ ହୋଇଛି । ତେବେ ପୁଅକୁ ଫେରାଇ ଆଣିବା ପାଇଁ ମା’ ଆକୁଳ ନିବେଦନ…

Read More

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ

ଜେ.କେ. ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଠିକାଦାର ସମ୍ମିଳନୀ ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଆଇ.ବି.ରୋଡସ୍ଥିତ ଶତପଥି ଏଜେନ୍ସି କାର୍ଯ୍ୟାଳୟରେ ଜେ.କେ. ଲକ୍ଷ୍ମୀ ସିମେଣ୍ଟ କମ୍ପାନୀ ପକ୍ଷରୁ ଏକ ଠିକାଦାର ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବୈଷୟିକ ଅଧିକାରୀ ଇଂ. ବ୍ରହ୍ମପ୍ରକାଶ ଜେନା ଏବଂ ମାର୍କେଟିଂ ଅଧିକାରୀ କମଲଜିତ ସାହୁ ପ୍ରମୁଖ ଯୋଗଦେଇ ନିର୍ମାଣ ସମ୍ବନ୍ଧିତ ଆଲୋଚନା କରିଥିଲେ । ଏହି ଅବସରରେ ନିର୍ମାଣ କ୍ଷେତ୍ରରେ ଉତ୍ତମ ଗୁଣବତ୍ତା ଓ ନିର୍ମାଣ ସମ୍ପର୍କୀତ ବିଭିନ୍ନ ଉପକରଣ ଏବଂ…

Read More

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ

ଆରପାରିରେ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଜୁ ସିଂହ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶ୍ରମିକ ନେତା, ସମାଜବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ହୃଦଘାତ ଯୋଗୁ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ରକ୍ତଚାପ ତଥା ହୃଦରୋଗରେ ପୀଡିତ ଥିଲେ । ତେବେ ଆଜି ରାତି ପ୍ରାୟ ସାଢେ ଆଠଟା ବେଳେ ସିଡ଼ିଏସ୍ଥିତ ବାସ ଭବନରେ ତାଙ୍କର ହଠାତ୍ ହୃଦ୍‌ଘାତ…

Read More

ଆଠଗଡରେ କାରଗିଲ ବିଜୟ ଦିବସ

ଆଠଗଡରେ କାରଗିଲ ବିଜୟ ଦିବସ ଆଠଗଡ଼(ଏନ୍‌.ଏମ୍‌.): ଭାରତୀୟ ସେନାର ସୌର୍ଯ୍ୟ ଏବଂ ପରାକ୍ରମର ଦିବସ ବିଜୟ ଦିବସ । ଆଜିର ଦିନରେ ଭାରତୀୟ ସେନାର ବୀର ସନ୍ତାନମାନଙ୍କ ବଳିଦାନରେ ପାକିସ୍ତାନର ଆଘୋଷିତ ଯୁଦ୍ଧକୁ ଜୟ କରିଥିଲା ଭାରତୀୟ ସେନା । କାରଗିଲ ପାହାଡ ଉପରେ ତ୍ରିରଙ୍ଗା ଉଡାଇବାର ସ୍ୱର୍ଣିମ ମୂହୃର୍ତ୍ତକୁ ମନେ ପକେଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବରେ ସାରା ଦେଶରେ ପାଳିତ ହେଉଛି । ଓଡ଼ିଶାର ୧୩ ଜଣ ବୀର…

Read More

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ଓଡ଼ିଶାର ମାଟି ପ୍ରତି ମୋହ ଏବଂ ଓଡ଼ିଆ ଝିଅକୁ ଭାରତର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରିବା ପାଇଁ ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରି ଓଡ଼ିଆ ଜାତିର ଟେକ ରଖିଥିବା କଟକ ବାରବାଟୀ ମାନ୍ୟବର ବିଧାୟକ ମହମ୍ମଦ ମୋକିମଙ୍କୁ ସ୍ୱାଭିମାନ କଟକ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଏହି ପରିପେକ୍ଷୀରେ ବିଧାୟକ ମହୋଦୟଙ୍କୁ ଶିଖରପୁର କାଳୀମନ୍ଦିର ନିକଟରୁ ସ୍ୱାଗତ କରି…

Read More

ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ

ନିଆରା ପ୍ରୟାସ: ଅଟୋ ଡ୍ରାଇଭରଙ୍କ ଅଙ୍ଗୁର ଚାଷ ସାଲେପୁର(ଏନ୍‌.ଏମ୍‌.): ସାଲେପୁର ମାଟିରେ ଫଳୁଛି ପେନ୍ଥା ପେନ୍ଥା ଅଙ୍ଗୁର । ଆଉ ଏହି ମାଟିରେ ଅଙ୍ଗୁର ଫଳାଇ ଏବେ ଚର୍ଚ୍ଚାରେ ଅଛନ୍ତି ଜଣେ ଅଟୋ ଡ୍ରାଇଭର । ପେଶା ତାଙ୍କର ଅଟୋ ଚଳାଇବା ହେଲେ; ନିଶା ହେଉଛି ବାଡ଼ି ବଗିଚାରେ ବିଭିନ୍ନ ରକମର ଫୁଲ ଫଳ ଗଛ ଲଗାଇବା । ସେହି ନିଷ୍ଠାପର ପରିଶ୍ରମ ଆଉ ନିଶା ଏବେ ତାଙ୍କୁ ଦେଇଛି ଏଭଳି ସଫଳତା । ତାଙ୍କ ଗଛରେ…

Read More