ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନଭେମ୍ବର ୮ ତାରିଖ ଦିନ ଅବସର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦ୍ୱାରା ଶପଥ ପାଠ କରିଥିବା ବିଚାରପତି…

Read More

ବିନା ଟିକଟରେ ରେଳଯାତ୍ରା ୬୯ ଗିରଫ

ବିନା ଟିକଟରେ ରେଳଯାତ୍ରା ୬୯ ଗିରଫ କଟକ(ଏନ୍‌.ଏମ୍‌.): ମାଗଣା ତଥା ବିନା ଟିକଟରେ ରେଳଯାତ୍ରା ବୃଦ୍ଧି ପାଇଉଥିବାବେଳେ ଏବେ ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ଆରପିଏଫ(ରେଳବାଇ ସୁରକ୍ଷା ବଳ) ପକ୍ଷରୁ ଜୋରଦାର ଯାଞ୍ଚ କରାଯାଇଥିଲା । କଟକ ରେଳଷ୍ଟେସନ ଦେଇ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ ଓ ପ୍ଲାଟଫର୍ମରେ ଯାତ୍ରୀଙ୍କ ଟିକଟ ଯାଞ୍ଚ କରାଯାଇଥିଲା । ଏହି ସମୟରେ ୬୯ ଜଣ ବ୍ୟକ୍ତି ବିନା ଟିକେଟରେ ଯାତ୍ରା…

Read More

ହାଇକୋର୍ଟରୁ ଜାମିନ ପାଇଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ହାଇକୋର୍ଟରୁ ଜାମିନ ପାଇଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ କଟକ (ଏନ୍‌.ଏମ୍‌): ବରିଷ୍ଟ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ସେ ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ତଥା ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମଞ୍ଜୁର ହୋଇଛି । ତେବେ ଟଙ୍କା ବକେୟା ମାମଲାରେ ଅର୍ଦ୍ଧେନ୍ଦୁଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସୂଚନା ଥାଉକି, ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ଚଳିତ ବର୍ଷ ଜୁନ୍…

Read More

ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜପଥ ଅବରୋଧ କଲେ ଗ୍ରାମବାସୀ

ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜପଥ ଅବରୋଧ କଲେ ଗ୍ରାମବାସୀ ଖୋର୍ଦ୍ଧା(ଏନ୍‌.ଏମ୍‌.): ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ତାତିଲେ ଅଞ୍ଚଳବାସୀ । ଗୋଟିଏ ପଟେ ପୁଲିସ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ବିଭାଗ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାଜିଲ୍ଲା ପୁବୁ ସାହି ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ପୋଲିସ କାର୍ଯ୍ୟନୁଷ୍ଠାନ ନନେବାରୁ ପ୍ରଥମେ…

Read More

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ସିନ୍ ରୁଥ୍ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ରାଜନୈତିକ ଓ ଅର୍ଥନୈତିକ ବିଶେଷଜ୍ଞ ଶିବପ୍ରସାଦ ତ୍ରିପାଠୀ ମଧ୍ୟ ଶ୍ରୀ ରୁଥ୍‌ଙ୍କ ସହ…

Read More

ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା

ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ ଖଳିସାହି ପଂଚାୟତ କାର୍ଯ୍ୟାଳୟ ସଭାଗୃହରେ ବାଲ୍ୟ ବିବାହ ପ୍ରଥାର ବିଲୋପ ସହ ଶିଶୁମାନଙ୍କର ସୁରକ୍ଷା ନେଇ ଏକ ସଚେତନତା କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଚାଇଲଡ ଲାଇନ ପକ୍ଷରୁ ଆୟୋଜିତ କର୍ମଶାଳରେ ଖଳିସାହି ସରପଂଚ ‘କୀର ମୋହନ ଦାସଙ୍କ ସମେତ ସମସ୍ତ ୱାର୍ଡର ସଭ୍ୟ/ସଭ୍ୟାମାନେ ଯୋଗ ଦେଇଥିଲେ । ଚାଇଲଡ ଲାଇନ ପକ୍ଷରୁ ସୁଜାତା ବେହେରା ଓ ବିକ୍ରମ…

Read More

ଜୟ ଭାରତ ଫାଉଣ୍ଡେସନର ୨୩ତମ ଭାରତ ପ୍ରତିଭା ସମ୍ମାନ

ଜୟ ଭାରତ ଫାଉଣ୍ଡେସନର ୨୩ତମ ଭାରତ ପ୍ରତିଭା ସମ୍ମାନ ଅଲମ୍ପିୟାଡ ପ୍ରମୋଦ ଭଗତ ପାଇବେ ‘ଭାରତ ଗୌରବ’ ସମ୍ମାନ କଟକ(ଏନ୍‌.ଏମ୍‌.): ଦେଶରେ ଓଡ଼ିଶାର ଗରିମାକୁ ବଢଇଥିବା ଅନନ୍ୟ ପ୍ରତିଭାଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ‘ଜୟ ଭାରତ ଫାଉଣ୍ଡେସନ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ଚଳିତବର୍ଷ ଦେଶ ପାଇଁ ବ୍ୟାଡମିଣ୍ଟନ ଖେଳି ସ୍ୱର୍ଣ୍ଣପଦକ ହାସଲ କରିଥିବା ପାରା ଅଲମ୍ପିୟାଡ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ‘ଭାରତ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନର ଜୁରୀ କମିଟି ନିଷ୍ପତ୍ତି ନେଇଛନ୍ତି…

Read More

ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଉଦ୍ୟମ: ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ

ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଉଦ୍ୟମ: ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ବଜାର ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ ହୋଇଛି । ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଯୋଗାଣ ସ୍କ୍ୱାର୍ଡ଼ ଆଜି କଟକର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ ଆରମ୍ଭ କରିଛି । ବିଶେଷ କରି କଟକର ମୁଖ୍ୟ ବ୍ୟବସାୟିକ ସ୍ଥଳ ମାଲଗୋଦାମରେ…

Read More

କଟକ ସହରରେ ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରତିବାଦରେ ନିଆରା ପଥ ସତ୍ୟାଗ୍ରହ

କଟକ ସହରରେ ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରତିବାଦରେ ନିଆରା ପଥ ସତ୍ୟାଗ୍ରହ କଟକ(ଏନ୍‌.ଏମ୍‌.): ସହର ତମାମ ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରତିବାଦରେ ଆଜି ସୁଭାଷ ସଂଗଠନ ପକ୍ଷରୁ ନିଆରା ଢଙ୍ଗରେ ପଥ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହର ତଥା ସହର ଉପକଣ୍ଠରେ ଜିଲ୍ଲାପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ଅହେତୁକ ନିଷ୍କ୍ରିୟତା ହେତୁ ଅନେକ ରାସ୍ତାଘାଟ ତଥା ପ୍ରମୁଖ ଛକସ୍ଥାନମାନଙ୍କରେ ରାସ୍ତାରୁ ଗୋଡ଼ି ଉଠିଯିବା, ରାସ୍ତାରେ ଖାଲଖମା ସୃଷ୍ଟି ହେବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟା…

Read More

ଫେଷ୍ଟିଭାଲ ଅଫର୍‌ରେ ବଡ଼ ପୁରସ୍କାର; ରୁଚି ମସଲା କିଣନ୍ତୁ, ଦୁଇଟି କାର୍ ସହିତ ଅନେକ ପୁରସ୍କାର ଜିତନ୍ତୁ

ଫେଷ୍ଟିଭାଲ ଅଫର୍‌ରେ ବଡ଼ ପୁରସ୍କାର ରୁଚି ମସଲା କିଣନ୍ତୁ, ଦୁଇଟି କାର୍ ସହିତ ଅନେକ ପୁରସ୍କାର ଜିତନ୍ତୁ କଟକ(ଏନ୍‌.ଏମ୍‌.): ଓଡ଼ିଶାର ସର୍ବପୁରାତନ ରୁଚି ମସଲା କମ୍ପାନୀ ତା’ର ଦୀର୍ଘ ୪୭ ବର୍ଷ ସଫଳତାର ଯାତ୍ରା ଅତିକ୍ରମ କରିଥିଲା ବେଳେ ଗ୍ରାହକମାନଙ୍କ ପାଇଁ ଗତବର୍ଷ ଭଳି ପୁଣି ଏକ ଆକର୍ଷଣୀୟ ବଡ଼ ପୁରସ୍କାର ଘୋଷଣା କରିଛି । ରାଜ୍ୟର ୧ନମ୍ବର ମସଲା ବ୍ରାଣ୍ଡ ଭାବରେ ପରିଚିତ ରୁଚି ତା’ର ଗ୍ରାହକମାନଙ୍କ ଋଣ ସୁଝିବା ପାଇଁ ଚଳିତ ବର୍ଷର ରୁଚି…

Read More

ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ହେଲେ ଶୁଭ୍ରଜିତ

ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ହେଲେ ଶୁଭ୍ରଜିତ ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ତୃଣମୂଳସ୍ତରରେ ଥିବା ବିଭିନ୍ନ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ଏହି ଯୁବ ବିଜେଡ଼ି ନେତାମାନେ ଭୋଟରମାନଙ୍କୁ ସଂଗଠିତ କରିବା ସହ ଦଳୀୟ ସ୍ଥିତିକୁ ଆହୁରି ମଜଭୁତ କରିବେ । ରାଜ୍ୟ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏମାନେ ବଡ଼ ଯୋଗସୂତ୍ର ହୋଇଥିବା ବେଳେ ସାଂଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି…

Read More

କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା

କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା ଏରସମା(ଏନ୍‌.ଏମ୍‌.): କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଗୃହରେ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ଆରଡେଇ ପୋଷ୍ଟମାଷ୍ଟର ଆଲିସା ବାରିକ ଏହି ମେଳାରେ ସ୍ୱାଗତ ଅଭିଭାଷଣ ଏବଂ କୁଜଙ୍ଗ ଉପମଣ୍ଡଳର ଓଭରସିଅର ଅମରେନ୍ଦ୍ର ପଲେଇ ଅତିଥି ପରିଚୟ ଦେଇଥିଲେ । ମୁଖ୍ୟଅତିଥି ଭାବରେ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଦଳାଇ, ମୁଖ୍ୟବକ୍ତା ଭାବେ କଟକ ଦକ୍ଷିଣ…

Read More