ବହୁପୁରାତନ ବଟେଶ୍ୱର ମାଭଗବତୀଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି
ବହୁପୁରାତନ ବଟେଶ୍ୱର ମାଭଗବତୀଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି ସାଲେପୁର(ଏନ୍.ଏମ୍.): ରାସ୍ତାରେ ଚୋରି, ରାହାଜାନି ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟ ବୃଦ୍ଧି ପାଇବାବେଳେ ଏବେ ମନ୍ଦିର ତଥା ଧର୍ମାନୁଷ୍ଠାନ ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ଶହ ଶହ ଲୋକଙ୍କ ଆଶା, ବିଶ୍ୱାସର ପୀଠରୁ ବି ଚୋର କଳାକନା ବୁଲାଇବାକୁ ପଛାଉ ନାହିଁ । ମନ୍ଦିରରେ ଦେବଦେବୀଙ୍କ ସୁନା ଚାନ୍ଦି ଅଳଙ୍କାର, ବାସନ କୁସନ ସହିତ ପୁରୁଣା ପ୍ରତିମାକୁ ମଧ୍ୟ ଚୋରି କରିବାକୁ…
