ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ
ବିନା ପ୍ରତିଦ୍ୱନ୍ଦ୍ୱିତାରେ ହେବ ଓସିଏ ନିର୍ବାଚନ : ପ୍ରଣବ ପ୍ରକାଶ ସଭାପତି, ସଞ୍ଜୟ ସମ୍ପାଦକ ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ଶେଷ, ବିପକ୍ଷ କଲେ ନାହିଁ ପ୍ରତିଦ୍ୱନ୍ଦ୍ୱିତା #କଟକ(ଏନ୍.ଏମ୍.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ନିର୍ବାଚନ ବିନା ଲଢେଇରେ ଶେଷ ହେବ ବୋଲି ଜଣାପଡ଼ିଛି । କାରଣ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଶୀର୍ବାଦ ବେହେରା ଗୋଷ୍ଠୀଙ୍କ ବିପକ୍ଷରେ ବିରୋଧୀ କୌଣସି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି ।…
