ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି; ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ
ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ #କୋଣାର୍କ(ଏନ୍.ଏମ୍.): ଗୋଟିଏ ଗ୍ରାମରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁଯାୟୀ ଗତ ଗୁରୁବାର ରାତିରେ କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ଗ୍ରାମର ବନାଖଣ୍ଡି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ତାଲା…
