ଡେରାବିଶରୁ ହବିଷ୍ୟାଳିଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କଲା କଲ୍ୟାଣ ଫାଉଣ୍ଡେସନ
ଡେରାବିଶରୁ ହବିଷ୍ୟାଳିଙ୍କୁ ନେଇ ଶ୍ରୀକ୍ଷେତ୍ର ଯାତ୍ରା କଲା କଲ୍ୟାଣ ଫାଉଣ୍ଡେସନ ଡେରାବିଶ(ଏନ୍.ଏମ୍.): କାର୍ତ୍ତିକମାସରେ ହବିଷ୍ୟ କରିବା ହିନ୍ଦୁ ଧର୍ମର ଏକ ଅନନ୍ୟ ପରମ୍ପରା । ଏହାଦ୍ୱାରା ହବିଷ୍ୟାଳିମାନେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିବା ସହ ମୋକ୍ଷ କାମନା କରିଥାନ୍ତି । ତେବେ ଏଭଳି ପବିତ୍ର କାର୍ଯ୍ୟ ନିମନ୍ତେ ବହୁ ଲୋକ ବିଭିନ୍ନ ତୀର୍ଥସ୍ଥାନକୁ ଯାଇ ନିଜ ନିଜ ଆରାଧ୍ୟଙ୍କ ପୂଜାର୍ଚ୍ଚନା କରୁଥିବାବେଳେ ଗରିବ ଲୋକଟିଏ ଇଚ୍ଛା ଥିଲେ ମଧ୍ୟ ସେ ତୀର୍ଥକୁ ଯାଇ ପାରେ ନାହିଁ…
