ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡ଼ି ଯୁବ ବ୍ୟବସାୟୀ ନିଖୋଜ
ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡ଼ି ଯୁବ ବ୍ୟବସାୟୀ ନିଖୋଜ କଟକ(ଏନ୍.ଏମ୍.): ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ମହାନଦୀରେ ଅଘଟଣ ଘଟିଛି । ବାଲିଯାତ୍ରାକୁ ବ୍ୟବସାୟ କରିବାକୁ ଆସିଥିବା ଜଣେ ଯୁବ ବ୍ୟବସାୟୀ ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଯାଇ ନିଖୋଜ ରହିଛନ୍ତି । ତେବେ ଉକ୍ତ ବ୍ୟବସାୟୀଙ୍କ ନାମ ମହମ୍ମଦ ଇର୍ଷାଦବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ଓ ଓଡ୍ରାଫ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଏହି ଘଟଣା ସଂପର୍କରେ ପୁଲିସ…
