ଦାବି ପୂରଣ ପାଇଁ ରାସ୍ତାରେ ଗର୍ଜିଲେ ତିର୍ତ୍ତୋଲ ବ୍ଲକ ଶିକ୍ଷକ ସଂଘ
ଦାବି ପୂରଣ ପାଇଁ ରାସ୍ତାରେ ଗର୍ଜିଲେ ତିର୍ତ୍ତୋଲ ବ୍ଲକ ଶିକ୍ଷକ ସଂଘ ଜଗତସିଂହପୁର (ଏନ୍.ଏମ୍.): ତିର୍ତ୍ତୋଲ ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବିକୁ ନେଇ କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ କରାଯାଉଥିବା ଦାବି ଗୁଡ଼ିକ ମଧ୍ୟରେ ଠିକା ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଠିକା ଚାକିରୀ କାର୍ଯ୍ୟକାଳକୁ ଚାକିରୀ କାଳରେ ଗଣନା କରିବା ସହିତ ୬ବର୍ଷର ଇନକ୍ରିମେଣ୍ଟ୍…
