କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ

କୁଏତରେ ବିପିପି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ହେଲା ସ୍କୋର୍ପିନୋ #କୁଏତ(ଏଜେନ୍ସି): ବିପିପି (ଭାରତୀୟ ପ୍ରଭାସୀ ପରିଷଦ) ଆସୋସିଏସନ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁଏତରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସ୍କୋର୍ପିନୋ ଚମ୍ପିୟାନ ହୋଇଛି । ବିପିପି ଆସୋସିଏସନ କୁଏତର ଏକ ବୃହତ ସାମାଜିକ ଓ ଜନ କଲ୍ୟାଣ ସଂଗଠନ, ଭାରତର ବିଭିନ୍ନ ରାଜ୍ୟର ନାଗରିକଙ୍କୁ ନେଇ ଏହି ସଂଗଠନ । ତେବେ ସଂଗଠନ ପକ୍ଷରୁ ଗତ ଫେବୃଆରୀ ୨ତାରିଖ ଶୁକ୍ରବାର ଦିନ, ବିପିପି ଆବୁହଲିଫା…

Read More

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ରାଜପଥରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ବିଶେଷ କରି ରାଜପଥରେ ଚାଳକମାନଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି । ଗୋଟିଏ ପଟେ ବେପରୁଆ ଗାଡ଼ି ଚାଳନା ଆଉ ଗୋଟିଏ ପଟେ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଦୁର୍ଘଟଣାର ମୂଳକାରଣ ବୋଲି ଜଣାପଡ଼ିଛି । ତେବେ ଆଜି ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀ ମୃତ୍ୟୁବରଣ…

Read More

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ #କଟକ(ଏନ୍‌.ଏମ୍‌.): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଲୋକ ସମ୍ପର୍କ ଅଧିକାରୀ ଆଶୁତୋଷ ପାଇକରାୟଙ୍କ ମାତା ନିରୂପମା ଜେନାଙ୍କ ୭୯ ବର୍ଷ ବୟସରେ ସକାଳ ୮ ଘଟିକା ୧୮ ମି. ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତ ଜେନା ଭଦ୍ରକସ୍ଥିତ ବଙ୍କ ୟୁ.ଜି.ଏମ.ଇ ସ୍କୁଲରେ ଦୀର୍ଘ ୨୯ବର୍ଷ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ଜଣେ ସୁନାମଧନ୍ୟ ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ…

Read More

ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ

କଳିଙ୍ଗ ଇଣ୍ଟରନ୍ୟାସନାଲ ୟୁଥ୍ ଫାଉଣ୍ଡେସନର ନିଆରା ପ୍ରୟାସ ଇଣ୍ଡୋନେସିଆ ଦୂତାବାସର ବାଣିଜ୍ୟିକ ଅଧିକାରୀଙ୍କ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ #କଟକ(ଏନ୍‌.ଏମ୍‌.): କଟକର ମାରିଟାଇମ ମ୍ୟୁଜିୟମ(ନୌବାଣିଜ୍ୟ ସଂଗ୍ରହାଳୟ) ତତ୍‌କାଳୀନ ଉତ୍କଳ ବା କଳିଙ୍ଗର ନୌବାଣିଜ୍ୟର ସ୍ମାରକୀକୁ ସାଇତି ରଖିଛି । ଏହି ନୌବାଣିଜ୍ୟ ସଂଗ୍ରହାଳୟରେ ସେତେବେଳେ କିଭଳି ନୌବାଣିଜ୍ୟ ଚାଲୁଥିଲା, କିଭଳି ସାଗର ଭେଦ କରି କଳିଙ୍ଗର ସାଧବମାନେ ଯାଭା, ସୁମାତ୍ରା ବାର୍ଲି ଆଦି ଦୀପକୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ ତାହାର କିଛି ନମୂନା ମଧ୍ୟ ସଂରକ୍ଷିତ ରଖାଯାଇଛି…

Read More

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା; ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା କଟକ(ଏନ୍‌.ଏମ୍‌.): ରାଜ୍ୟର ବହୁ ଚର୍ଚ୍ଚିତ ଓଡିଶା ଟେକ୍ସଟାଇଲ ମିଲ୍ (ଓଟିଏମ୍‌)ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେବେ । କମ୍ପାନୀର ସମସ୍ତ ସମ୍ପତ୍ତିକୁ ରାଜ୍ୟ ସରକାର ତାଙ୍କ ପ୍ରତିନିଧିଙ୍କ ଜରିଆେରେ ଅଫିସିଆଲ ଲିକ୍ୟୁଡେଟରଙ୍କଠାରୁ…

Read More

ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ

ଆରପାରିରେ ‘ଜୟଦେବ’ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଝରଣା ଦାସ #କଟକ(ଏନ୍‌.ଏମ.): ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଏହାଛଡ଼ା ସେ ବେଶ କେତୋଟି ଧାରାବାହିକରେ ବି ଅଭିନୟ କରିଥିଲେ…

Read More

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ #କଟକ(ଏନ୍‌.ଏମ୍‌.): ୨୦୨୩ ଡିସେମ୍ବର ସୁଦ୍ଧା କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସୁଜଳ ଡ୍ରିଙ୍କିଙ୍ଗ୍ ଫ୍ରମ୍ ଟ୍ୟାପ୍ ମିଶନ ଜରିଆରେ ସହରରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ବେଳେ ଧାର୍ଯ୍ୟ ସମୟ ଭିତରେ ଯେପରି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ…

Read More

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟଙ୍କ ୧ଶହ ତମ ଜୟନ୍ତୀ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଚିତ୍ରଶିଳ୍ପୀ ଧର୍ମପଦ ପୁରସ୍କାରପ୍ରାପ୍ତ ଅଜିତ୍ କେଶରୀ ରାୟଙ୍କ ୧ଶତ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସେ ଲଣ୍ଡନ ସ୍କୁଲ ଅଫ୍ ଆର୍ଟରୁ ଶିଷାପ୍ରାପ୍ତ ପରେ ଓଡ଼ିଶାରେ ଆଧୁନିକ ଚିତ୍ରକଳାକୁ ପରିବ୍ୟାପ୍ତ କରି ନୂତନ ଦିଗ୍‌ଦର୍ଶନ ଦେଇ ଯାଇଛନ୍ତି । ଯେତେବେଳେ ସମଗ୍ର ଭାରତବର୍ଷରେ ପାରମ୍ପରିକ ଚିତ୍ରକୁ ନେଇ ଚିତ୍ରଶିଳ୍ପୀମାନେ ସ୍ୱପ୍ନ ଦେଖୁଥିଲେ ସେହି ସମୟରେ ଅଜିତ କେଶରୀ ରାୟ ଓଡ଼ିଶାରେ କର୍ମମୟ ଜୀବନ…

Read More

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ

ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ #ଜଗତପୁର(ଏନ୍‌.ଏମ୍‌.): ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଲୋନ୍ ନେବା ଓ କିସ୍ତି ନଭରିବା ଅଭିଯୋଗରେ ଆଜି ୬ଜଣ ଅଭିଯୁକ୍ତଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଭଦ୍ରକ ଜିଲ୍ଲା ବୈକୁଣ୍ଠ ବିହାର ଥାନା ଅନ୍ତର୍ଗତ ଚରମ୍ପା ଗ୍ରାମରେ ରହୁଥିବା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁରର ରବିନ୍ଦ୍ର ଜେନା(୬୭), କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ନିମାଇଁ ଚରଣ ବାରିକ(୬୦), ମଧୁସୂଦନ…

Read More

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ପୁନଃ ‘ମୋ ବସ୍‌’ ସେବାର ଶୁଭାରମ୍ଭ କଲେ ମନ୍ତ୍ରୀ

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ପୁନଃ ‘ମୋ ବସ୍‌’ ସେବାର ଶୁଭାରମ୍ଭ କଲେ ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରଠାରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଗମନାଗମନ ସୁବିଧା ପାଇଁ ୭୧ ନମ୍ବର ରୁଟ୍‌ରେ ପୁଣି ଆରମ୍ଭ ହୋଇଥିବା ‘ମୋ ବସ୍‌’ ସେବାକୁ ଇଲୋକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭାରମ୍ଭ କରିଛନ୍ତି । ପୁରୀ ଜିଲ୍ଲାରେ କୋଣାର୍କ, ଜାହାନିଆ, ଅସ୍ତରଙ୍ଗ ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । କୋଣାର୍କ ସୂର୍ଯ୍ୟମନ୍ଦିରର ଐତିହ୍ୟ…

Read More

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭,୨୬,୧୨୮.୪୫ କୋଟିର ନିବେଶ ପ୍ରସ୍ତାବନା: ପ୍ରଥମ ଦିନରେ ୨୧ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭,୨୬,୧୨୮.୪୫ କୋଟିର ନିବେଶ ପ୍ରସ୍ତାବନା: ପ୍ରଥମ ଦିନରେ ୨୧ଟି ବୁଝାମଣାପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର(ଏନ୍‌.ଏମ୍‌.): ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ଆଜି ୧ ତାରିଖରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସକାଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନରେୱ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିଙ୍କ ସମେତ ଦେଶର ୪୦…

Read More

କୋଣାର୍କ ଉତ୍ସବ-୨୦୨୨ ଅବସରରେ ଗଣଦୌଡ

କୋଣାର୍କ ଉତ୍ସବ-୨୦୨୨ ଅବସରରେ ଗଣଦୌଡ #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଉତ୍ସବ-୨୦୨୨ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବସନ୍ତ ମଞ୍ଜରୀ ପାଠାଗାର ମିଳିତ ଆନୁକୁଲ୍ୟରେ ଗଣଦୌଡ଼ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧିନ ନାୟକ, ବସନ୍ତମଞ୍ଜରୀ ପାଠାଗାର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହୀନିପତି ନେହେରୁ ଯୁବକେନ୍ଦ୍ର ପୁରୀର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ ପ୍ରମୁଖ ଉପସ୍ଥିତ…

Read More