ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ ୧୬ ଜଣ ଶିଳ୍ପୀ ୧୫ ଦିନ ଧରି ଗଢିବେ ପ୍ରସ୍ତର ତଥା ସ୍କ୍ରାପ ଭାସ୍କର୍ଯ୍ୟ ଭୁବନେଶ୍ୱର(ଏନ୍‌.ଏମ୍‌.): ଗଣ୍ଡମୁଣ୍ଡାସ୍ଥିତ କଳାଭୂମି ଠାରେ ଉଦଘାଟିତ ହୋଇଛି ୧୫ ଦିନିଆ ଆନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳା ସିମ୍ପୋଜିୟମ ଓ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ, ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ…

Read More

ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ

ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଜବହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍ ଠାରେ ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ତଥା ଭାରତର ବିିଭିନ୍ନ ପ୍ରଦେଶରୁ ଆସିଥିବା ପ୍ରାୟ ୫ ହଜାର ପ୍ରତିନିଧିଙ୍କ ମାର୍ଚ୍ଚ ଫାଷ୍ଟ ଏବଂ ବନ୍ଦେମାତରମ୍ ଗାନ ସହିତ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା । ଏଥିରେ ଶ୍ରୀଅରବିନ୍ଦ ଆଶ୍ରମ ଅରୋଭିଲ୍ ଫାଉଣ୍ଡେସନର ସେକ୍ରେଟାରୀ ଡକ୍ଟର ଜୟନ୍ତୀ…

Read More

ଆଠଗଡ଼ ମହୋତ୍ସବ ଉଦ୍‌ଘାଟିତ

ଆଠଗଡ଼ ମହୋତ୍ସବ ଉଦ୍‌ଘାଟିତ ଆଠଗଡ(ଏନ୍‌.ଏମ୍‌.): ଆଗଠଡ଼ର ବହୁ ପ୍ରତୀକ୍ଷିତ ମହୋତ୍ସବ ଗଡ଼ଜାତ ମହୋତ୍ସବ ନୂଆ ରୂପରେ ଆଠଗଡ ମହୋତ୍ସବ ନାମରେ ଆଜି ସନ୍ଧ୍ୟାରେ ଶୁଭାରମ୍ଭ ହୋଇଛି । ବିଗତ ସାତ ବର୍ଷ ଧରି ବନ୍ଦ୍ ରହିଥିବା ଏହି ମହୋତ୍ସବ ପୁନର୍ବାର ଆରମ୍ଭ ହେବା ଯୋଗୁଁ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ପଦ୍ମଶ୍ରୀ ଦିଲୀପ ତିର୍କୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ…

Read More

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ସ୍ମାରକୀର ସମସ୍ତ ନିର୍ମାଣାଧିନ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର/ପୁରୀ (ଏନ୍‌.ଏମ୍‌.): ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳ ପରିଦର୍ଶନ କରାଯିବା ସହ ସ୍ମାରକୀ ନିର୍ମାଣ ଉପରେ ସମୀକ୍ଷା କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁରୀ ଜିଲ୍ଲାର ସୁଆଣ୍ଡୋ…

Read More

ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷକଙ୍କ ଆୟବୃଦ୍ଧି ଦିଗରେ ଉଦ୍ୟାନ କୃଷିକୁ ପ୍ରାଥମିକତା ଦିଆଯାଉଛିି: ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଆୟ ବୃଦ୍ଧି ଦିଗରେ ଉଦ୍ୟାନ କୃଷିର ପ୍ରମୁଖ ଭୂମିକା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷିକୁ ପ୍ରାଥମିକତା ଦିଆଯାଉଛି । ଚାଷୀମାନେ ଉପଯୁକ୍ତ ଜ୍ଞାନକୌଶଳ ବ୍ୟବହାର କଲେ ଉଦ୍ୟାନ କୃଷିରୁ ଅଧିକ ଲାଭବାନ ହୋଇପାରିବେ । ରାଜ୍ୟର ଜଳବାୟୁ ଓ ମୃତ୍ତିକା…

Read More

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ; ନିଆଁ, ପାଣି ଓ ପବନ ବ୍ୟତୀତ ବିଜୁଳି ଜୀବନର ଚତୁର୍ଥ ଆବଶ୍ୟକତା ପାଲଟିଛି: ମନ୍ତ୍ରୀ

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ନିଆଁ, ପାଣି ଓ ପବନ ବ୍ୟତୀତ ବିଜୁଳି ଜୀବନର ଚତୁର୍ଥ ଆବଶ୍ୟକତା ପାଲଟିଛି: ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ, ଭୁବନେଶ୍ୱରରେ ଆୟୋଜିତ ଏକ ରୋଡ ସୋ ରାଲିକୁ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦେବ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯଦି…

Read More

ସାବାସ କଳ୍ପନା: ସାଇବର ଲୁଟେରାଙ୍କୁ ଭକୁଆ କଲେ ଓଡ଼ିଆ ବୋହୁ

ସାବାସ କଳ୍ପନା: ସାଇବର ଲୁଟେରାଙ୍କୁ ଭକୁଆ କଲେ ଓଡ଼ିଆ ବୋହୁ ବ୍ରହ୍ମପୁର(ଏନ୍‌.ଏମ୍‌.): ସାଇବର ଲୁଟେରାଙ୍କୁ ଭୁଆଁ ବୁଲାଇଲେ ମହିଳା । ମହିଳାଙ୍କଠାରୁ ଟଙ୍କା ଲୁଟ୍ କରିବାକୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଜାଲ ବିଛାଇ ସାରିଥିଲେ ସାଇବର ଲୁଟେରା । ହେଲେ କିଛି ବି ହାସଲ କରି ପାରିଲେନି । ଓଲଟା ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ । ଏପରି ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ଆଜି ବ୍ରହ୍ମପୁର ସହରରେ ଘଟିଛି । ସାଇବର ଠକଙ୍କ କବଳରୁ ବର୍ତ୍ତି…

Read More

ପୁଲିସ ଠାରୁ ନିରାଶ ହେବା ପରେ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବୃଦ୍ଧ

ପୁଲିସ ଠାରୁ ନିରାଶ ହେବା ପରେ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବୃଦ୍ଧ ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ଲୋକସେବା ଭବନ ଆଗରେ ଜଣେ ବୃଦ୍ଧ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ପୁଲିସ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫିନାଇଲ ପିଇଥିବା ବ୍ୟକ୍ତିଙ୍କ ନାମ ରବୀନ୍ଦ୍ର ଦାସ ଓ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ପୁଲିସ ଏତଲା ରଖୁନଥିବାରୁ ମ୍ରିୟମାଣ ହୋଇ…

Read More

ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି

ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା: ପୁରୀ ପୌରାଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି ପୁରୀ(ଏନ୍‌.ଏମ୍‌.): ଜନସ୍ୱାସ୍ଥ୍ୟ ବିଭାଗର ଅପାରଗତା ଯୋଗୁ ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଦେଖିବାକୁ ମିଳିଛି । ଯାହା ଏବେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ସ୍ଥାନୀୟ ବାସେଳିସାହିର ପଣାପ୍ରିୟା ଗଳି, ଗୋଚ୍ଛିକାର ସାହି ଆଦି ଅଞ୍ଚଳରେ ଝାଡ଼ାବାନ୍ତି ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଘରେ ଘରେ ଆକ୍ରାନ୍ତ ପଡ଼ି ରହିଛନ୍ତି । ଦୁଇଦିନ ଧରି ସ୍ୱାସ୍ଥ୍ୟ ବିଭାଗ ଘରଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଛି…

Read More

ଖ୍ରୀଷ୍ଟ କଲେଜରେ କ୍ରୀସ୍‌ମାସ୍ କ୍ୟାରୋଲ ଉତ୍ସବ

ଖ୍ରୀଷ୍ଟ କଲେଜରେ କ୍ରୀସ୍‌ମାସ୍ କ୍ୟାରୋଲ ଉତ୍ସବ କଟକ(ଏନ୍‍.ଏମ୍‍.): ଆଲୋକମାଳାରେ ସୁସଜ୍ଜିତ ଐତିହ୍ୟ ପୂର୍ଣ୍ଣ ସଂଖ୍ୟାଲଘୁ ଖ୍ରୀଷ୍ଟକଲେଜରେ ପରମପିତା ପ୍ରଭୁଯୀଶୁଙ୍କ ଜନ୍ମୋତ୍ସବ ଉପଲକ୍ଷେ କ୍ରୀସ୍‌ମାସ କ୍ୟାରୋଲ ଉତ୍ସବ ନୃତ୍ୟ, ଗୀତ ସହିତ ପ୍ରେମ ଓ ଆନନ୍ଦମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଏନ୍‌ସିସି ଆର୍ମି ଓ ନାଭାଲ୍ କ୍ୟାଡେଟ୍‌ମାନଙ୍କର ଗାର୍ଡ ଅଫ୍ ଅନର ମଧ୍ୟରେ ଅତିଥିମାନେ ମଞ୍ଚାସୀନ ହେବା ପରେ ପରିଚାଳନା ସମିତିର ସମ୍ପାଦକ ବିକାଶଚନ୍ଦ୍ର ରାଉତ ପ୍ରଥମେ ଉଦ୍‌ଘାଟନୀ ପ୍ରାର୍ଥନା ଉତ୍ସର୍ଗ କରିଥିଲେ ।…

Read More

ମୋ କଟକ ସୁରକ୍ଷା ମଞ୍ଚର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ

ମୋ କଟକ ସୁରକ୍ଷା ମଞ୍ଚର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ତ୍ରିଲୋଚନ କାନୁନଗୋଙ୍କୁ ଶ୍ରେଷ୍ଠ ନାଗରିକ ବାରବାଟୀ ସମ୍ମାନ-୨୦୨୨ କଟକ(ଏନ୍‍.ଏମ୍‍.): କଟକ ସହରର ଉନ୍ନତି ନିମନ୍ତେ ସଦା ସର୍ବଦା ଲଢ଼େଇ ଜାରି ରଖିଥିବା ସାମାଜିକ ଅନୁଷ୍ଠାନ ମୋ କଟକ ସୁରକ୍ଷା ମଞ୍ଚର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ କଟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ, ସଂଗଠନର ମୁଖ୍ୟ ଉପଦେଷ୍ଟା ଚୌଧୁରୀ ପ୍ରଭାତ…

Read More

ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲା ଗଜାନନ ସେବା ସମିତି

ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲା ଗଜାନନ ସେବା ସମିତି ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ସ୍ୱେଚ୍ଛେସେବୀ ଅନୁଷ୍ଟାନ ଗଜାନନ ସେବା ସମିତି ଗରିବ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମ୍ପ୍ରତି ଶୀତର ପ୍ରକୋପ ବଢ଼ି ଚାଲୁଥିବାବେଳେ ଏହି ଗରିବ ଲୋକଙ୍କୁ ରାତିରେ ଅସହ୍ୟ ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ କମ୍ବଳ ଟିଏ ନାହିଁ । ଫଳରେ ସେମାନେ ଭୋଗ କରୁଥିବା ସମସ୍ୟାକୁ ସମିତିର କର୍ମକର୍ତ୍ତା ମାନେ ଉପଲବ୍ଧି କରି ନିମପୁର କୃଷ୍ଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଭିକ୍ଷୁକମାନଙ୍କୁ…

Read More