ମମିତା ମେହେର ହତ୍ୟା ମାମଲା: ଜେଲ ଭିତରେ ଆତ୍ମହତ୍ୟା କଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
ମମିତା ମେହେର ହତ୍ୟା ମାମଲା: ଜେଲ ଭିତରେ ଆତ୍ମହତ୍ୟା କଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ #ବଲାଙ୍ଗିର/ଭୁବନେଶ୍ୱର(ଏନ୍.ଏମ୍.): ମମିତା ମେହେର ହତ୍ୟା ମାମଲାକୁ ନେଇ ଦ୍ୱନ୍ଦ ଅଧିକ ବଢ଼ିଯାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ ଉପୁଜିଛି । ପ୍ରାପ୍ତ ସୂଚନା ଅନୁଯାୟୀ ୨୦ତାରିଖ ମଙ୍ଗଳବାର ସକାଳେ ସେ…
