ସହରାଞ୍ଚଳ ଟୀକାକରଣ ଟାସ୍କ ଫୋର୍ସ ବୈଠକ
ସହରାଞ୍ଚଳ ଟୀକାକରଣ ଟାସ୍କ ଫୋର୍ସ ବୈଠକ ସଠିକ୍ ଯୋଜନା କରି ବିଏମସି ଅଞ୍ଚଳରେ ଶତ ପ୍ରତିଶତ ଟୀକାକରଣ କରିବାକୁ ମେୟରଙ୍କ ପରାମର୍ଶ #ଭୁବନେଶ୍ୱର(ଏନ୍.ଏମ୍.): ଶିଶୁମାନଙ୍କୁ ନିୟମିତ ଟୀକାକରଣ ହେଉଛି ସାରା ବିଶ୍ୱରେ ପ୍ରମୁଖ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ । ଆମ ଦେଶରୁ ୨୦୨୩ ମସିହା ସୁଦ୍ଧା ମିଳିମିଳା ଓ ରୁବେଲା ସଂପୂର୍ଣ୍ଣ ଦୂର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛନ୍ତି । ସଠିକ ଯୋଜନା ଏବଂ ସମସ୍ତ ପଦକ୍ଷେପ ନିଆଯାଇ ଭୁବନେଶ୍ୱର ମହାନଗନ ନିଗମ ଅଞ୍ଚଳରେ ଟୀକାକରଣ…
