ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ
ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ #କୋଣାର୍କ(ଏନ୍.ଏମ୍.): ବଦଳିବ ପର୍ଯ୍ୟଟନସ୍ଥଳୀ ରୂପରେଖ ଓ ଗୋଆ ବିଚ୍ ଭଳି ଚନ୍ଦ୍ରଭାଗା ବିଚ୍ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା କରାଯାଇଛି । ଝଲସି ଉଠିବ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଓ ଏନେଇ ୫ଟି ସଚିବ ଭି.କେ. ପାଣ୍ଡିଆନ ଅଞ୍ଚଳ ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଚିବଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ଚନ୍ଦ୍ରଭାଗା ବୁଲି ଦେଖିଥିଲେ । କୋଣାର୍କକୁ…
