ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ: ଆଇସିୟୁରେ ଚାଲିଛି ଚିକିତ୍ସା ବାଲେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରୀ ଟିମ୍ ତୀକ୍ଷ୍ନ ନଜର ରଖିଛନ୍ତି । ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନା ନବୀକରଣ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ…

Read More

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା

ବୟସ ସୀମା ପାର୍ ହୋଇଥିଲେ ବି ଦେଇହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା #କଟକ(ଏନ୍‌.ଏମ୍‌.): ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ନିମନ୍ତେ ଖୁସି ଖବର ଆସିଛି । ଯେଉଁମାନେ ୨୦୧୯, ୨୦୨୦ କିମ୍ବା ୨୦୨୧ର ଓଡ଼ିଶା ସିଭିସ୍ ସର୍ଭିସେସ୍ ପରୀକ୍ଷା ଦେଇଛନ୍ତି କିନ୍ତୁ ୨୦୨୨ର ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ବୟସ ସୀମା ପାର୍ ହୋଇ ଯାଇଛି ବା ସମସ୍ତ ଚାନ୍ସ ସରିଯାଇଛି, ସେମାନେ ଆଉ ଥରେ ଓଡ଼ିଶା ସିଭିଲ୍…

Read More

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର

ଓଡ଼ିଆ ଭାଷା ପ୍ରତି ଯତ୍ନବାନ ହେବାକୁ ସ୍ମାରକପତ୍ର #କଟକ(ଏନ୍‌.ଏମ୍‌.): ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ମାନ୍ୟତା ମିଳିବା ପରେ ମଧ୍ୟ ଅଣଦେଖା କରାଯାଉଛି । ବିଶେଷ କରି ଓଡ଼ିଆ ଭାଷାକୁ କଦର୍ଥ କରାଯିବା ପ୍ରତିବାଦରେ ଆଜି ସିଏମସି କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ବୁଦ୍ଧିଜୀବୀ ମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ରାଜ୍ୟ ସଂସ୍କୃତି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ରାଜ୍ୟରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ…

Read More

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ

କଟକରେ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ଥାନୀୟ ବାଦାମବାଡ଼ି ଠାରେ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଶକ୍ତି, ଶିଳ୍ପ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କ୍ୟାବିନେଟ୍ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦ୍‌ଘାଟନ କରି ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ…

Read More

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା

ଲୋକସମ୍ପର୍କ ଅଧିକାରୀମାନେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରନ୍ତୁ – ପ୍ରମୁଖ ଶାସନ ସଚିବ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସଚିବଙ୍କୁ ନୂଆ ବର୍ଷରେ ସ୍ୱାଗତ ସମ୍ବର୍ଦ୍ଧନା #ଭୁବନେଶ୍ୱର(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ବିଭିନ୍ନ ଉପଖଣ୍ଡ ସମେତ ଜିଲ୍ଲାସ୍ତରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ରାଜ୍ୟସ୍ତରରେ ସୂଚନା ଅଧିକାରୀମାନେ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ…

Read More

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ

ବିମୁଦ୍ରୀକରଣ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ #ନୂଆଦିଲ୍ଲୀ (ଏନ୍‌.ଏମ୍‌.): ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । ସୁପ୍ରିକୋର୍ଟଙ୍କ କହିବାନୁଯାୟୀ ମୋଦି ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି । ଏଥିସହ ବିମୁଦ୍ରୀକରଣକୁ ନେଇ ହୋଇଥିବା ୫୮ଟି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସୂଚନା ଯୋଗ୍ୟ…

Read More

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ #କଟକ(ଏନ୍‌.ଏମ୍‌.): ପବିତ୍ର ନବବର୍ଷ ଅବସରରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଞ୍ଜନ ବିଶ୍ୱାଳଙ୍କୁ ଅଞ୍ଚଳର ବୁଦ୍ଧିଜୀବୀ, ମୁରବୀ, କର୍ପୋରେଟର ତଥା ଅଙ୍ଗନୱାର୍ଡ଼ି କର୍ମଚାରୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସିଏମସି ଅଧିନରେ କାର୍ଯ୍ୟରତ ବହୁ ଅଙ୍ଗନୱାର୍ଡ଼ି କର୍ମଚାରୀ ପୂର୍ବତନ ବିଧାୟକଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ତାଙ୍କର ପ୍ରତ୍ୟେକଟି ମୂହୃର୍ତ୍ତ ଶୁଭମୟ ହେବା…

Read More

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦ୍‌ଯାପିତ

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦ୍‌ଯାପିତ #କୋଣାର୍କ (ଏନ୍‌.ଏମ୍‌.): ସୌର ମହାଯଜ୍ଞ ପରିଚାଳନା ସମିତି, କୋଣାର୍କ ସୁରକ୍ଷା ସମିତି, ବିଶ୍ୱ ହିନ୍ଦୁ ପରିଷଦ କୋଣାର୍କ ଆନୁକୂଲ୍ୟରେ ରାଜାରାମ ଆଶ୍ରମ ପରିସରରେ ତ୍ରିଦିବସୀୟ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଏହି ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଗତ ୩୦ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ପବିତ୍ର ଶାମ୍ବଦଶମୀ ତିଥି ୧ତାରିଖ ସୂର୍ଯ୍ୟାସ୍ତ ସମୟରେ ପୂର୍ଣ୍ଣାହୁତି ହୋଇଯାଇଛି । ସ୍ଥାନୀୟ ପଣ୍ଡିତମାନଙ୍କ ଦ୍ୱାରା ତ୍ରିଦିବସୀୟ ସୌର ମହାଯଜ୍ଞ…

Read More

ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା

ଚମକିବ ଐତିହାସିକ ଗଡ଼ଖାଇ: ଘନଘନ ଚାଲିଛି ସମୀକ୍ଷା #କଟକ(ଏନ୍‌.ଏମ୍‌.): ଦୀର୍ଘବର୍ଷ ପରେ ଐତିହାସିକ ଗଡ଼ଖାଇ ପୁଣି ଚମକିବ । କଲିକତି ଦଳ ସହିତ ବିଭିନ୍ନ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥିବା ଗଡଖାଇକୁ ଏବେ ସଫେଇ କରା ଯାଉଛି । କଟକରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ବିଶ୍ୱକପର ଉଦ୍‌ଘାଟନ ସମରୋହକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ବ୍ୟାପକ ସୌନ୍ଦର୍ଯକରଣ କାର୍ଯ୍ୟ କରାଯାଉଥିବାବେଳେ ଏବେ ସହରର ଐତିହାସିକ ଗଡ଼ଖାଇ ସଫା କରାଯାଉଛି । ସିଏମସି ପକ୍ଷରୁ ଏହାକୁ…

Read More

ନିମପୁର ହାଇସ୍କୁଲ ୧୯୮୪ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ନିମପୁର ହାଇସ୍କୁଲ ୧୯୮୪ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ #ଜଗତପୁର(ଏନ୍‌.ଏମ୍‌.): ନିମପୁର ହାଇସ୍କୁଲ ୧୯୮୪ବ୍ୟାଚ ଛାତ୍ର ଛାତ୍ରୀଙ୍କର ବନ୍ଧୁମିଳନ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜଗତପୁର ଡାକବଙ୍ଗଳରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଦିବଙ୍ଗତ ଛାତ୍ର ବିଭୁତି ଭୂଷଣ ପଣ୍ଡାଙ୍କର ହୁଦଘାଟରେ ଗତ ଅକ୍ଟୋବର ମାସରେ ଅକାଳ ବିୟୋଗ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ତାପରେ ଗୀତ ଓ ନାଚ ଭୋଜି ଭାତର ଆୟୋଜନ ହୋଇଥିଲା । ବିଶେଷ…

Read More

ଅବ୍ୟବସ୍ଥାରେ ଶ୍ମଶାନ ଗୃହ ନେଇ କୁହୁଳୁଛି ଅସନ୍ତୋଷ

ଅବ୍ୟବସ୍ଥାରେ ଶ୍ମଶାନ ଗୃହ ନେଇ କୁହୁଳୁଛି ଅସନ୍ତୋଷ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ଅନ୍ତର୍ଗତ କୟଳପଡା ପଞ୍ଚାୟତରେ କୟଳପଡ଼ା ଗ୍ରାମରେ ରହିଥିବା ଶ୍ମଶାନ ଗୃହଟି ଏବେ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଥିବାନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏହି ଅଞ୍ଚଳରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ବସବାସ କରୁଥିବାବେଳେ ଅନ୍ତିମ ସଂସ୍କାର ନିମନ୍ତେ ଉକ୍ତ ଶ୍ମଶାନ ଉପରେ ନିର୍ଭର କରନ୍ତି । ମାତ୍ର ଏହି ଶ୍ମଶାନଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିବା ଯୋଗୁଁ ଶବ ସତ୍କାର ସମୟରେ ଲୋକେ ନାହିଁ…

Read More