ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା #କଟକ(ଏନ୍‌.ଏମ୍‌.): ଆସନ୍ତା ୧୩ତାରିଖରେ ହକି ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ୧୧ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । କଟକ ସହରକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ସହରର ଆବାଳବୃଦ୍ଧବନିତା ଉତ୍ସାହିତ ହୋଇ ପଡ଼ିଛନ୍ତି । ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଦେଶ ବିଦେଶର ବହୁ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ବାରବାଟୀ ଷ୍ଟାଡ଼ିୟମକୁ…

Read More

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ #କଟକ(ଏନ୍‌.ଏମ୍‌.): ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ସବର୍ଣ୍ଣମାନଙ୍କ ଭୟରେ ସଦର ଥାନା ଉତ୍ତମାପୁର ତୋଟାସାହିର ଦଳିତ ମହିଳାମାନେ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ୬ ତାରିଖରେ ଏହି ଗ୍ରାମରେ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟ ଗଣ୍ଡଗୋଳରେ ଦଳିତ ମହିଳାମାନଙ୍କୁ ଜାତିଗତ ଆକ୍ଷେପ ଆକ୍ରମଣ କରିବା ନେଇ ଥାନାରେ ଏତଲା ଦିଆଯାଇଥିଲା । ମାତ୍ର ପୁଲିସ ଏହି ଅଭିଯୋଗକୁ ପଞ୍ଜିକରଣ କରିନଥିବା ବେଳେ…

Read More

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ପାରିବାରିକ କଳହକୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ଅଣ୍ଡେଇ ସାହିର କିଶୋର ବିଶ୍ୱାସ (୬୧) ଘର ଭିତରେ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ । ମୃତକ ଜଣଙ୍କ ଅବସର ପ୍ରାପ୍ତ ମେଡିକାଲ କର୍ମଚାରୀ ଥିଲେ…

Read More

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ #କଟକ (ଏନ୍‌.ଏମ୍‌.): ବିବାହର ପ୍ରତିଶ୍ରୁତି ଦେଇ ଜଣେ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ସହମତିରେ ଶାରିରୀକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ରାୟ ଦେଇଛନ୍ତି । ନ୍ୟାୟମୂର୍ତ୍ତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଥିବା ଜଣାପଡ଼ିଛି ।…

Read More

କଟକରେ ଗୋଦାମ ଓ ଦୋକାନରେ ଗୁଡ଼ି ନଟେଇ ସୂତା ପାଇଁ ଚଢ଼ାଉ

କଟକରେ ଗୋଦାମ ଓ ଦୋକାନରେ ଗୁଡ଼ି ନଟେଇ ସୂତା ପାଇଁ ଚଢ଼ାଉ #କଟକ(ଏନ୍‌.ଏମ୍‌.): କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ୟସ୍ତ ହୋଇଛି । ବିଗତ ବର୍ଷମାନଙ୍କରେ ଗୁଡ଼ିସୂତା ଯୋଗୁଁ ଏକାଧିକା ଦୁର୍ଘଟଣା ଘଟି ପ୍ରାଣହାନୀ ଘଟିଛି । ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କଟକରେ ଗୁଡ଼ି ଉଡା ଉପରେ କଟକଣା ଲଗାଇବା ନିମନ୍ତେ ଗତ ଜାନୁଆରୀ ୩ତାରିଖରେ ଏକ ଜନସ୍ୱାର୍ଥମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା ।…

Read More

ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା #ରାଇରଙ୍ଗପୁର (ଏନ୍‌.ଏମ୍‌.): ଜାନୁଆରୀ ୧୩ ତାରିଖରୁ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଟ୍ରଫି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି । ବିଶ୍ୱକପ୍ ହକି ଅବସରରେ ରାଜ୍ୟରେ ବୁଲୁଥିବା ବିଶ୍ୱକପ୍ କେନ୍ଦୁଝରରୁ ବାହାରି ମୟୂରଭଞ୍ଜ ଜିଲ୍ଲାର କରଂଜିଆ,ଖିଚିଂ ଯଶିପୁର ଏବଂ ରାଇରଙ୍ଗପୁରରେ ଶନିବାର ଦିନ ଅପରାହ୍ନ ୪.୩୦ ଘଟିକା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ସେଠାରେ ପ୍ରଶାସନ, ଛାତ୍ରଛାତ୍ରୀ,…

Read More

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଦ୍ୱିତୀୟ ଦିବସରେ ରାମଜନ୍ମ ଗୋସେବା କଲେ ବିଶ୍ୱର ମଙ୍ଗଳ ହେବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ #ପୁରୀ(ଏନ୍‌.ଏମ୍‌.): ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ସମୁଦ୍ର କୂଳ ସ୍ଥିତ ହୋଟେଲ ରୁମାନୀ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଅନୁଷ୍ଠିତ ହେଉଛି । ମହୋତ୍ସବ ଦ୍ୱିତୀୟ ଦିବସରେ ରାମ ଜନ୍ମୋତ୍ସବ ପାଳନ କରାଯିବା ସହିତ ମିଠାଇ ପ୍ରସାଦ ବିତରଣ କରାଯାଇଥିଲା । ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି…

Read More

ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଶରୀରର କୌଣସି ଅଙ୍ଗ ପ୍ରତ୍ୟେଙ୍ଗ ଅଚଳ ହୋଇଗଲେ ସାରା ଜୀବନ ଅଚଳ ହୋଇଯିବ ସେଭଳି ହୀନ ମାନସିକତାକୁ ଦୂର କରିବା ତଥା ଅକ୍ଷମ ବ୍ୟକ୍ତିଙ୍କ ମନରେ ନୂତନ ଆଶା ସଞ୍ଚାର କରାଇ ସମାଜରେ ସକ୍ଷମ କରାଇବା ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଅର୍ନ୍ତନିବେଶି ଶିକ୍ଷା ସାଧନା କେନ୍ଦ୍ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ମଣ୍ଡଳସ୍ତରୀୟ…

Read More

ତ୍ରୟୋଦଶ ସେକ୍ରେଟେରିଏଟ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦଯାପିତ

ତ୍ରୟୋଦଶ ସେକ୍ରେଟେରିଏଟ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦଯାପିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ରାଜ୍ୟ ସଚିବାଳୟ ବ୍ୟାଡମିଣ୍ଟନ ସଂଘ (ଓସସବା) ଆନୁକୂଲ୍ୟରେ ସଚିବାଳୟ ପରିସରରେ ଗତ ତିନିଦିନ ଧରି ଚାଲିଥିବା ଏସ୍‌ବିଆଇ କପ୍ ତ୍ରୟୋଦଶ ସେକ୍ରେଟେରିଏଟ୍ ଓପନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ମହିଳା ସିଙ୍ଗିଲ୍ସ ଫାଇନାଲରେ ଅଶ୍ୱସ୍ତି ପ୍ରଧାନ ବିଜେତା ଏବଂ ମୋନାଲି ପ୍ରଧାନ ଉପବିଜେତା ହୋଇଛନ୍ତି । ସିନିଅର ପୁରୁଷ ସିଙ୍ଗିଲ୍ସ ଫାଇନାଲରେ…

Read More

କଖଡି ଗାନ୍ଧୀ ହାଟ ପଡ଼ିଆରେ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁମାରପୁର ଓ କଖଡି ଫାଇନାଲରେ

କଖଡି ଗାନ୍ଧୀ ହାଟ ପଡ଼ିଆରେ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁମାରପୁର ଓ କଖଡି ଫାଇନାଲରେ #କଖଡ଼ି(ଏନ୍‌.ଏମ୍‌.): ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଗାନ୍ଧୀ ହାଟ ପଡ଼ିଆରେ ରୟାଲ କ୍ରିକେଟ ସ୍ପୋର୍ଟସ ପକ୍ଷରୁ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲ ମ୍ୟାଚରେ କୁମାରପୁର ତାର ନିକଟତମ ପ୍ରତିଦ୍ୱନ୍ଦୀ ଭାବେ ବଡ଼ ବାର୍ଶିଂ ଠାରୁ ୮ ୱିକେଟରେ ବିଜୟୀ ହୋଇ ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି । ଅପର ପକ୍ଷରେ କଖଡି…

Read More

ଖ୍ରୀଷ୍ଟ କଲେଜରେ ବିଶ୍ୱକପ୍ ହକି ପାଇଁ ଶୋଭାଯାତ୍ରା ଓ ରଙ୍ଗୋଲି ପ୍ରତିଯୋଗୀତା

ଖ୍ରୀଷ୍ଟ କଲେଜରେ ବିଶ୍ୱକପ୍ ହକି ପାଇଁ ଶୋଭାଯାତ୍ରା ଓ ରଙ୍ଗୋଲି ପ୍ରତିଯୋଗୀତା #କଟକ(ଏନ୍‌.ଏମ୍‌.): ଖ୍ରୀଷ୍ଟ କଲେଜର ଛାତ୍ରଛାତ୍ରୀମାନେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ହକିର ସଫଳତା ପାଇଁ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିଛନ୍ତି । ଏଥିସହିତ ହକି ପ୍ରେମୀମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ବିଶ୍ୱକପ୍ ହକି ସମ୍ପର୍କୀତ ରଙ୍ଗୋଲି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । କଲେଜର ଅଧ୍ୟକ୍ଷା ମଧୁମିତା ପାତ୍ର ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ବିଚାରକ ଡଃ…

Read More

ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥିତ ମେଫେୟାର ନଗରର ସ୍ନେହ ଫାଉଣ୍ଡେସନ ସେଲ୍‌ଟରଠାରେ ଏକ ସାତ ଦିନିଆ ଶୀତକାଳୀନ ଶିବିରର ଉଦ୍‌ଘାଟନ ହୋଇଯାଇଛି । ଏହି ଶିବିରର ଉଦ୍‌ଘାଟନ ସଭାରେ ଆଇ.ଏମ୍‌.ଏସ୍‌.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଜୀବନରେ ଜାତୀୟ ସେବା ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ଯୋଗ ଦେବା ପାଇଁ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ ।…

Read More