ପ୍ରେମରେ ବିଫଳ ହେବା ପରେ ପ୍ରେମିକାର ଅଶ୍ଳିଳ ଫଟୋ ଭାଇରାଲ କରି ପ୍ରେମିକ ଗିରଫ
ପ୍ରେମରେ ବିଫଳ ହେବା ପରେ ପ୍ରେମିକାର ଅଶ୍ଳିଳ ଫଟୋ ଭାଇରାଲ କରି ପ୍ରେମିକ ଗିରଫ #ଜଗତପୁର(ଏନ୍.ଏମ୍.): ପ୍ରତିହିଂସା ପରାୟଣ ହୋଇ ଜଣେ ପ୍ରେମିକ ପ୍ରେମିକାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଗିରଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା କଟକ କମିଶନରେଟ ଅଧିନସ୍ଥ ଜଗତପୁର ଥାନା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ତେବେ ଅଭିଯୋଗ ପାଇ ଜଗତପୁର ପୁଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…
