ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଜନସମାବେଶ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ
ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଜନସମାବେଶ ଦେବାଶିଷଙ୍କ ଶକ୍ତି ପ୍ରଦର୍ଶନ #କଟକ(ଏନ୍.ଏମ୍.): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ “ବାରବାଟୀ କଟକ’ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ବିଶାଳ ଜନସମାବେଶ ସ୍ଥାନୀୟ ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୬୦୦୦ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା । ପ୍ରଥମେ ବିଜୁ ପଟ୍ଟନାୟକ ଛକ…
