ଭେଙ୍କେଟେଶ୍ୱର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଭେଙ୍କେଟେଶ୍ୱର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ #କୋଣାର୍କ(ଏନ୍.ଏମ୍.): ସ୍ଥାନୀୟ ଭଗବତୀ ବିହାର ସ୍ଥିତ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ଭେଙ୍କଟେଶ୍ୱର ସ୍କୁଲ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର କୋଣାର୍କଙ୍କ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଶୈକ୍ଷିକ ଶିକ୍ଷା କାର୍ଯ୍ୟକ୍ରମରେ କୋଣାର୍କର ଦୁଇ ଶିକ୍ଷା କେନ୍ଦ୍ର ଭେଙ୍କଟେଶ୍ୱର ସ୍କୁଲ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୧୦୪ଟି ବିଜ୍ଞାନ ପ୍ରକଳ୍ପ ୧୫ଟି ହସ୍ତଶିଳ୍ପ ସ୍ଥାନ ପାଇଥିଲା ।…
