ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ମହୋତ୍ସବ-୨୦୨୩
ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ମହୋତ୍ସବ-୨୦୨୩ #ଜଗତପୁର(ଏନ୍.ଏମ୍.): ଜଗତପୁରସ୍ଥିତ ନିମପୁର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବିଦ୍ୟାଳୟ ଖେଳ ପଡିଆରେ ବହୁ ଆଡମ୍ବରରେ ସରସ୍ୱତୀ ମହୋତ୍ସବ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟ ପଡିଆରେ ୨୦୦୮ ଠାରୁ ୨୦୨୨ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନେ ମୋଟ ୧୪ଗୋଟି ମଣ୍ଡପରେ ମା’ ସରସ୍ୱତୀଙ୍କ ପ୍ରତିମା ସ୍ଥାପନ କରି ପୂଜା କରିଥିଲେ । ତେବେ ୨୦୧୦ ମସିହା ମାଟ୍ରିକ ବ୍ୟାଚର ଛାତ୍ରମାନେ ପ୍ରଥମ ଏହି ସରସ୍ୱତୀ ମେଲଣ ଆରମ୍ଭ…
