ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ
ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ #କଟକ(ଏନ୍.ଏମ୍.): ପେଟପାଟଣା ପାଇଁ ନିରୀହ, ଗରିବ ଭଳି ଅଭିନୟ କରି ବଞ୍ଜାରାମାନେ ପଲା ମାରି ରହିବାର କିଛି ଦିନ ପରେ ସେମାନଙ୍କ ଅସଲ ମୁଖା ଖୋଲିଯାଇଥିବା ଜଣାପଡ଼ିଛି । ଫଳରେ ବଞ୍ଜାରାମାନଙ୍କୁ ତୁରନ୍ତ ଏଠାରୁ ହଟାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ଗୋଲେଇ ଛକ ନିକଟରେ ରାଜ୍ୟବାହାରୁ କିଛି ବଞ୍ଜାରା ଆସି ଏଠାରେ ପଲାମାରି ରହିଲେ…
