କଟକରେ ଜିଏସ୍‌ଟି ଚଢ଼ାଉ: ନଗଦ ୧୭.୮୧ ଲକ୍ଷ ଟଙ୍କା ସମେତ ନଥି ପତ୍ର ଜବତ

କଟକରେ ଜିଏସ୍‌ଟି ଚଢ଼ାଉ: ନଗଦ ୧୭.୮୧ ଲକ୍ଷ ଟଙ୍କା ସମେତ ନଥି ପତ୍ର ଜବତ #କଟକ(ଏନ୍‌.ଏମ୍‌.): ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍‌ଟି ବିଭାଗ ପକ୍ଷରୁ କଟକରେ ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମେତ ମୋଟ ୪ଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ୧୭,୮୧,୭୯୦ ଟଙ୍କା ସମେତ ବହୁ କାଗଜପତ୍ର ଜବତ କରାଯାଇଛି । ବ୍ୟବସାୟୀ…

Read More

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ସହବନ୍ଧିତ ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ)ର ବାର୍ଷିକ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଜାତୀୟ ସଭାପତି ଡକ୍ଟର ପୀତବାସ ମିଶ୍ର, ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ,…

Read More

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ #ଆଠଗଡ଼ (ଏନ୍‌.ଏମ୍‌.): ମୃତ ହାତୀର ତଦନ୍ତ ସମୟରେ ବନବିଭାଗ କର୍ମଚାରୀଙ୍କ କଷ୍ଟଡ଼ିରେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ବନବିଭାଗ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ ଘଟଣାର ତଦନ୍ତ ଚାଲିଛି । ସୂଚନା ଅନୁଯାୟୀ, ଚଳିତ ମାସ ଦୁଇ ତାରିଖରେ ବଡମ୍ବା ରେଞ୍ଜ ଅନ୍ତର୍ଗତ ମାଣିଆବନ୍ଧ…

Read More

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ପାଳିତ ହୋଇଯାଇଛି ପବିତ୍ର ଅଗ୍ନି ଉତ୍ସବ । ବିଶେଷ କରି ଅଗ୍ନି ଉତ୍ସବକୁ ମହିମା ଧର୍ମବଲମ୍ବୀ ସାଧୁସନ୍ଥମାନେ ପାଳନ କରୁଥିବାବେଳେ ଏବେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପାଳିତ ହୋଇ ଆସୁଛି । ଏହି ଅବସରରେ ବିଶେଷ କରି ଝାଡ଼ ଜଳିବାର ପରମ୍ପରା ରହିଛି । ମହିମା ଧର୍ମର ବିଭିନ୍ନ ଶୂନ୍ୟମନ୍ଦିରରେ ଏହି ଉତ୍ସବ ବେଶ ଯାକଜମକରେ ପାଳିତ ହୋଇଥାଏ । ସେହି ଭଳି କଟକ ଜିଲ୍ଲାର…

Read More

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି #କଟକ(ଏନ୍‌.ଏମ୍‌.) : ସରକାର ଏଣିକି ଭାରତୀୟ ପ୍ରଶାସନିକ ସେବା ପାଇଁ ଓଡ଼ିଶାର ପିଲାଙ୍କୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଅଧିକରୁ ଅଧିକ ଓଡ଼ିଆ ପିଲା କିଭଳି ଆଇଏଏସ ପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ୟୁପିଏସସି ପରିଚାଳନା କରୁଥିବା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଆଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…

Read More

କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି #କୋଣାର୍କ (ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଓ ବାଦବିବାଦର ଅନ୍ତ ଘଟାଇ ଆଜି ସ୍ଥାନୀୟ ମାଧିପୁର ଛକ ନିକଟରେ କୋଣାର୍କ କୋର୍ଟ କମ୍ପେ୍ଲକ୍ସର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲିଧର ଓ ଜଷ୍ଟିସ ବିଆର ଷଡ଼ଙ୍ଗୀ ଯୋଗଦେଇ ଶୁଭ ଦେଇଥିଲେ । ମାଧିପୁର ମୌଜାରେ…

Read More

ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା

ନବ ଦାସଙ୍କ ହତ୍ୟା ମାମଲା: ଜଷ୍ଟିସ ଜେ.ପି. ଦାସକୁ ଭେଟିଲେ ଏଡିଜି ଅରୁଣ ବୋଥ୍ରା #କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ ପାଇଁ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଆଜି ସିଡିଏସ୍ଥିତ ବାସଭବନରେ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଏହି ପ୍ରସଙ୍ଗରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡ଼ିଛି । ଆଲୋଚନା ଶେଷ ହେଲା ପରେ ଗଣମାଧ୍ୟମକୁ ଜଷ୍ଟିସ ଜେପି ଦାସଙ୍କ ପ୍ରତିକ୍ରିୟା…

Read More

ଶିବରାତ୍ରୀ ପାଇଁ ନୃସିଂହନାଥ ପୀଠରେ କଟକଣା ଲଗାଇଲା ପ୍ରଶାସନ

ଶିବରାତ୍ରୀ ପାଇଁ ନୃସିଂହନାଥ ପୀଠରେ କଟକଣା ଲଗାଇଲା ପ୍ରଶାସନ #ଆଠଗଡ଼(ଏନ୍‌.ଏମ୍‌.): ଫେବ୍ରୁଆରୀ ୧୮ ତାରିଖରେ ମହାଶିବ ରାତ୍ରୀ ପାଳନ ହେବ । ଏଥି ପାଇଁ ଜିଲ୍ଲାର ସମସ୍ତ ଶୈବ ପୀଠରେ ଏହି ପର୍ବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଶିବରାତ୍ରୀ ଦିନ ଶିବ ମନ୍ଦିରରେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ବଡ଼ମ୍ୱା ସିଂହନାଥ ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ…

Read More

ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ

ପୂର୍ବ ରଙ୍ଗ -୨୦୨୩ ଜାତୀୟ ନାଟ୍ୟ ଉତ୍ସବ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ଆନୁକୂଲ୍ୟରେ ଫେବୃୟାରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ନାଟ୍ୟ ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ…

Read More

ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା #ଭୁବନେଶ୍ୱର(ଏନ୍‌.ଏମ୍‌.): ଜନତା ମଇଦାନରେ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଏବେ ଦର୍ଶକଙ୍କ ମନମୋହିବାରେ ଲାଗିଛି । ଏଥିରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ହସ୍ତତନ୍ତ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ ଏବଂ ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଓଲିଓଡ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ବିଷ୍ଣୁ…

Read More

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ

ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ଫେବୃଆରୀ ୧୧ତାରିଖରେ #କଟକ (ଏନ୍‌.ଏମ୍‌.): ରାଷ୍ଟ୍ରୀୟ ଲୋକଅଦାଲତ ଚଳିତ ମାସ ତା ୧୧ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରୁ ଉଚ୍ଚନ୍ୟାୟାଳୟ ଏବଂ ଜିଲ୍ଲାର ସମସ୍ତ ସିଭିଲ କୋର୍ଟ ଓ ସମସ୍ତ ତାଲୁକସ୍ତରୀୟ କୋର୍ଟ ପରିସରରେ ଅନୁଷ୍ଠିତ ହେବ । ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମୋକଦ୍ଦମା ଯଥା ଦେୱାନୀ ଓ ଫୌଜଦାରୀ(ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମିଅଧିଗ୍ରହଣ,…

Read More

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଧବଳେଶ୍ୱରଙ୍କ ପୀଠରେ ଜାଗରଯାତ୍ରା ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ #ଆଠଗଡ଼(ଏନ୍‌.ଏମ୍‌.): ଚଳିତ ମାସ ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ଶ୍ରୀଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଚୀି ଏହି ବୈଠକରେ ଆଠଗଡ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର ମୁଖ୍ୟ କାର୍ଯ୍ୟ ନିର୍ବାହୀ ହେମନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ପୀଠକୁ ଆସିବାକୁ…

Read More