ବାରବାଟୀ ପ୍ୟାଲେସରେ ଖୋଲିବ ମିଲେଟ୍ କାଫେ, ବଡମ୍ବା, ନରସିଂହପୁର ଓ ତିଗିରିଆର ୧୫୦ ଏକର ଜମିରେ ମହିଳା କରିବେ ମାଣ୍ଡିଆ ଚାଷ
ବାରବାଟୀ ପ୍ୟାଲେସରେ ଖୋଲିବ ମିଲେଟ୍ କାଫେ, ବଡମ୍ବା, ନରସିଂହପୁର ଓ ତିଗିରିଆର ୧୫୦ ଏକର ଜମିରେ ମହିଳା କରିବେ ମାଣ୍ଡିଆ ଚାଷ #କଟକ(ଏନ୍.ଏମ୍.): କଟକରେ ମିଲେଟ୍ ମିସନକୁ ବ୍ୟାପକ କରାଯିବ । କଟକରେ ହେବ ମାଣ୍ଡିଆ ଚାଷ । ବାରବାଟୀ ପ୍ୟାଲେସରେ ଚଳିତମାସ ଶେଷ ସୁଦ୍ଧା ଖୋଲାଯିବ ମିଲେଟ୍ କାଫେ । ଯେଉଁଠି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମହିଳାମାନେ ବିକ୍ରି କରିବେ । କେବଳ ସେତିକି ନୁହେଁ ସେଥିରେ ଅଧିକରୁ ଅଧିକ ମହିଳା କିପରି ମିଲେଟ୍…
