ଦୁର୍ଘଟଣାରେ ମୃତ ବସ କଣ୍ଡକ୍ଟର ପରିବାରକୁ ସହାୟତା ଦେଲା ସିଏନବିଟି ଘରୋଇ ବସ କର୍ମଚାରୀ ସଂଘ
ଦୁର୍ଘଟଣାରେ ମୃତ ବସ କଣ୍ଡକ୍ଟର ପରିବାରକୁ ସହାୟତା ଦେଲା ସିଏନବିଟି ଘରୋଇ ବସ କର୍ମଚାରୀ ସଂଘ #କଟକ(ଏନ୍.ଏମ୍.): ଦାରୁଣ ଦଇବ ସହିଲାନି ସୁଖ । ହସଖୁସିର ସଂସାରକୁ ଭାଙ୍ଗିଦେଲା ମୁହୃର୍ତ୍ତକ ଭିତରେ । ଘରେ କୁନିକୁନି ଛୁଆ ୩ଟି ଆଉ ବିଧବା ମା ସହିତ ପତ୍ନୀଙ୍କ ଠାରୁ ଛଡ଼ାଇନେଲା ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ । ବେସାହାରା ହୋଇଗଲେ ସମସ୍ତେ । ଆଜି ପତ୍ନୀ ଆଖିରୁ ଲୁହ ସୁଖିନଥିବାବେଳେ ମା’ ଝୁରୁଛି ଏକୋଇର ବଳା ବିଶିକେସନକୁ । ଆଉ…
