ଚିରନିଦ୍ରାରେ ତିଗିରିଆ ଗଡ଼ଜାତର ଶେଷ ମହାରାଣୀ ରାସ ମଞ୍ଜରୀ ଦେବୀ

ଚିରନିଦ୍ରାରେ ତିଗିରିଆ ଗଡ଼ଜାତର ଶେଷ ମହାରାଣୀ ରାସ ମଞ୍ଜରୀ ଦେବୀ #ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ଗଡଜାତର ଶେଷ ମହାରାଣୀ ତଥା ଆଠଗଡ଼ ତିଗିରିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ରହିଥିଲେ । ନିଜିଗଡ଼ ପଞ୍ଚାୟତ ନିଜିଗଡ଼ ଗ୍ରାମରେ ନିଜ ଘରେ ରହି ଚିକିତ୍ସାଧୀନ ଥିଲେ…

Read More

କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର

କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡ ଫକୀରପୁର ବଉଳେଇ ସାହି ରାସ୍ତା ଉପରେ ୧୧କେଭି ବିଦ୍ୟୁତ ତାର ଝୁଲି ରହିଥିବା ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି । ଦୀର୍ଘ ଦିନ ଧରି ଝୁଲନ୍ତା ଅବସ୍ଥାରେ ଉଚ୍ଚକ୍ଷମତା ସମ୍ପନ୍ନ ସକ୍ରିୟ ବିଦ୍ୟୁତ ତାର ରହିବା ଯୋଗୁଁ କେତେବେଳେ ଅଘଟଣ ଘଟିବାର ଆଶଙ୍କା ରହିଛି । ତେବେ ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ…

Read More

ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍‌

ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍‌ #କଟକ(ଏନ୍‌.ଏମ୍‌.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ଅଦାଲତ ଅବମାନନା ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ପାରାଦୀପ ମଡେଲ ଥାନା ଆଇଆଇସି ଓ ଜଗତସିଂହପୁର ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଓମ୍ ପ୍ରକାଶ ଜୟସୱାଲ ବନାମ ବି.କେ.ମିତଲ ଏବଂ ସିବିଆଇ ମାମଲାରେ ରହିଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଜାଣିଶୁଣି ଉଲ୍ଲଂଘନ କରିଥିବାରୁ କହିଁକି…

Read More

ଓଡିଶା ପତ୍ରକାର ସଙ୍ଘର ରାଜ୍ୟ କାଯ୍ୟକାରିଣୀ ଓ ଆଲୋଚନାଚକ୍ର

ଓଡିଶା ପତ୍ରକାର ସଙ୍ଘର ରାଜ୍ୟ କାଯ୍ୟକାରିଣୀ ଓ ଆଲୋଚନାଚକ୍ର ‘ସାମ୍ବାଦିକମାନେ ଏକ ହେଲେ ଗଣତନ୍ତ୍ର ସୁଦୃଢ ହେବ’ #କୋଣାର୍କ(ଏନ୍‌.ଏମ୍‌.): ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଆଜି ଗଣତନ୍ତ୍ରର ଅବକ୍ଷୟ ହେଉଥିବାବେଳେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ଏପଟେ ସାମ୍ବାଦିକଙ୍କ ଏକତାର ଅଭାବ ଯୋଗୁ ସାମ୍ବାଦିକମାନେ ଶୋଷଣର ଶିକାର ହେଉଛନ୍ତି । ଏପରିକି ଅନେକ ସାମ୍ବାଦିକଙ୍କ ଇପିଏଫ କରାଯାଉନଥିବା ବେଳେ ପେନସନ ବ୍ୟବସ୍ଥା ବି ନାହିଁ । ବିଶେଷକରି ତୃଣ ମୂଳସ୍ତରରେ ସାମ୍ବାଦିକଟି ଶୋଷଣର ଶିକାର ହେଉଥିବା ବେଳେ…

Read More

ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ବାର୍ଷିକ ଉତ୍ସବ

ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ବାର୍ଷିକ ଉତ୍ସବ #ଆଠଗଡ(ଏନ୍‌.ଏମ୍‌.): ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ସୁଧାଂଶୁ ମୋହନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, କଣ୍ଠଶିଳ୍ପୀ ଆଲୋକ କୁଣ୍ଡୁ, ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ବାପୁ ଗୋସ୍ୱାମୀ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ…

Read More

ଅହମଦିଆ ମୁସଲିମ ପକ୍ଷରୁ ଅଙ୍ଗୀକୃତ ସଂସ୍କାରକ ଦିବସ

ଅହମଦିଆ ମୁସଲିମ ପକ୍ଷରୁ ଅଙ୍ଗୀକୃତ ସଂସ୍କାରକ ଦିବସ #କଟକ(ଏନ୍‌.ଏମ୍‌.): ଅହମଦିଆ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମଙ୍ଗଳାବାଗ ସ୍ଥିତ ଅହମଦିଆ ମୁସଲିମ ମିସନ ପରିସରରେ ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଛିଫ ଅନୁଷ୍ଠାନ ସଭାପତି ସୟଦ ସଲିମ ଅହମଦ୍‌ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୟଦ ଅହିୟା ଅହମଦ୍ ପବିତ୍ର କୋରାନ ପାଠ କରିଥିଲେ । ସେହିଭଳି ସୟଦ ଅବରାର୍ ଅଲ୍ଲି ଉର୍ଦ୍ଦୁ କବିତା ପରିବେଷଣ କରିଥିଲେ । ସୟଦ୍ ତାହିର ଅହମଦ୍‌, ହାପିଜଉଦ୍ଦିନ ଖାନ୍ ତଥା ମୌଲବୀ…

Read More

ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ

ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ #କଟକ(ଏନ୍‌.ଏମ୍‌.): ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ କଟକର ସ୍ଥାନୀୟ ଅନ୍ନପୂର୍ଣ୍ଣା ଥିଏଟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଇପଟାର ବରିଷ୍ଠ ସଦସ୍ୟ ସାଥି ଇନ୍ଦ୍ରଜିତ ଘୋଷ ପତାକା ଉତ୍ତୋଳନ କରିଥିଲେ । ଇପଟା ଜାତୀୟ ସମ୍ପାଦକ ଅମିତାଭ ଚକ୍ରବର୍ତ୍ତୀ ପ୍ରଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦଘାଟନ କରି ଜାନସାଧାରଣଙ୍କ ମୌଳିକ ସମସ୍ୟା, ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ…

Read More

ବାରବାଟୀ ଦୁର୍ଗ ପରିସରରେ ଖୋଲିଲା ମ୍ୟୁଜିୟମ ଅଫ୍ ଜଷ୍ଟିସ୍‌

ବାରବାଟୀ ଦୁର୍ଗ ପରିସରରେ ଖୋଲିଲା ମ୍ୟୁଜିୟମ ଅଫ୍ ଜଷ୍ଟିସ୍‌ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାରବାଟୀ କିଲ୍ଲା ଦୁର୍ଗ ପରିସରରେ ହାଇକୋର୍ଟର ମ୍ୟୁଜିୟମ ବା ମ୍ୟୁଜିୟମ୍ ଅଫ ଜଷ୍ଟିସ ଉଦ୍‌ଘାଟିତ ହୋଇଛି । ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଏହି ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧରଙ୍କ ସମେତ ହାଇକୋର୍ଟର ବିଚାରପତି ବୃନ୍ଦ, ପୁଲିସ ଡିଜି ଯୋଗ ଦେଇଥିଲେ । ହାଇକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପାଳନ…

Read More

ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ : ବୋର୍ଡ

ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ : ବୋର୍ଡ #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ସରକାରୀ ହାଇସ୍କୁଲ ପାଠ୍ୟକ୍ରମରେ ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ନୂତନ ଶିକ୍ଷା ବର୍ଷର ଖସଡା ସମ୍ପର୍କରେ ସମସ୍ତ ସୂଚନା ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ସୂଚନା ଅନୁଯାୟୀ,…

Read More

ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ #ଆଠଗଡ଼(ଏନ୍‌.ଏମ୍‌.): ରାଜ୍ୟରେ ଏବେ ଦିନ ଦିନ ବୃଦ୍ଧି ପାଉଛି ବେଆଇନ ଗୋଚାଲଣ । ଏ ନେଇ ନ୍ୟାୟାଳୟ ମଧ୍ୟ ସ୍ୱତନ୍ତ୍ର କଟକଣା ଲଗାଇଥିଲେ ବି ମାନୁନାହାନ୍ତି ଗୋ ମାଫିଆ । ତେବେ ଗୋମାଫିଆମାନେ ବେଆଇନ ଭାବେ ଗୋ ଚାଲଣ କରୁଥିବାବେଳେ ପୁଲିସକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଶାସନ ଛକରେ…

Read More

ଉତ୍କଳମଣିଙ୍କ ଜନ୍ମପୀଠରେ ମୁଖ୍ୟମନ୍ତ୍ରୀ

ଉତ୍କଳମଣିଙ୍କ ଜନ୍ମପୀଠରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଥିଲେ ଯୁଗପୁରୁଷ, ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି କମ୍ ହେବ : ନବୀନ ପଟ୍ଟନାୟକ #ପୁରୀ(ଏନ୍‌.ଏମ୍‌.): ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି କାୟାକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ…

Read More

କୁସୁମୀ ବ୍ଲକର ପାହାଡପୁର ଗ୍ରାମରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

କୁସୁମୀ ବ୍ଲକର ପାହାଡପୁର ଗ୍ରାମରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର ଏସ. ଏଲ. ଏସ. ଆବାସିକ ବିଦ୍ୟାଳୟ ଠାରେ ବାଦାମ ପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ରିତେଶ ଚୈତନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଟିବି ରୋଗୀ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତାର ଶୁଭାରମ୍ଭ ହୋଇଛି । ଏହି…

Read More