ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ
ଗଜାନନ ସେବା ସମିତିର ନୂତନ କର୍ମକର୍ତ୍ତା ଚୟନ #ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଗଜାନନ ସେବା ସମିତି’ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସମିତିର କାର୍ଯ୍ୟାଳୟରେ ଆହୁତ ଏକ ବୈଠକରେ ନୂତନ କର୍ମକର୍ତ୍ତା ଚୟନ ସହ ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ବିଗତ ଦିନରେ ସମିତି ପକ୍ଷରୁ ଚାରିଥର ରକ୍ତଦାନ ଶିବିର, ପ୍ରତିବର୍ଷ ଶୀତ ଦିନେ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ, ବୃକ୍ଷ ଚାରା ରୋପଣ, ଜାଗର ଯାତ୍ରାରେ ସମିତି…
