ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩
ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩ #ଭଦ୍ରକ(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ଯାଦବ ପଡିଆ ଠାରେ ପୌର ପରିଷଦ ଆନୁକୁଲ୍ୟରେ ବାସୁଦେବପୁର ମହୋତ୍ସବ, ବାସୁଦେବାୟନ- ୨୦୨୩ ଅନୁଷ୍ଟିତ ହୋଇ ଯାଇଛି । ଚାରି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବାସୁଦେବପୁର ମହୋତ୍ସବକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ବାସୁଦେବପୁରର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମହୋଦୟ ଓ କ୍ରୀଡା ଓ ଯୁବ…
