ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ
ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ #କୋଣାର୍କ (ଏନ୍.ଏମ୍.): କୁରୁଜଙ୍ଗ ପଞ୍ଚାୟତ ସ୍ଥିତ ବାବା ଐଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ତିନିଶହରୁ ଉର୍ଦ୍ଧ୍ୱ ମହିଳା, ଅଙ୍ଗନୱାର୍ଡୀ କର୍ମୀ, ଆଶାକର୍ମୀ ଯୋଗ ଦେଇଥିଲେ । ଏଥିରେ ଅତିଥି ଭାବେ କୋଣାର୍କ ଏନ୍ଏସିର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ରେଡିଓ ନମସ୍କାରର…
