କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍ଘାଟନ
କର୍ପୋରେଟରଙ୍କ ପକ୍ଷରୁ ୱାର୍ଡବାସୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉଦ୍ଘାଟନ #କଟକ(ଏନ୍.ଏମ୍.): ସିଏମସି ଅନ୍ତର୍ଗତ ୫୯ଗୋଟି ୱାର୍ଡ ମଧ୍ୟରୁ ୫୫ନମ୍ବର ୱାର୍ଡ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଶ୍ୱ ମହିଳା ଦିବସ ଅବସରରେ କର୍ପୋରେଟର ବିଶ୍ୱ ବନ୍ଦିତା ପଣ୍ଡା ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇ ସମାଜର ଅନ୍ୟ ମହିଳାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ୱାର୍ଡରେ ରହୁଥିବା ୱାର୍ଡବାସୀ ବିଭିନ୍ନ କାରଣରୁ ରୋଗାଗ୍ରସ୍ଥ ହୋଇ ସ୍ୱାସ୍ଥ୍ୟ ସେବାରୁ ଯେପରି ବଞ୍ଚିତ…
