ହାତୀ ମୃତ୍ୟୁ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ହାତୀ ମୃତ୍ୟୁ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ News by Padmalochan Mishra (Cuttack) #କଟକ (ଏନ୍.ଏମ୍.): ହାତୀ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରିବାକୁ କହିଛନ୍ତି । ମାମଲାର ଶୁଣାଣିବେଳେ ଏଯାବତ ୧୪ ହାତୀ ମରିଥିବା ଜଏଣ୍ଟ ଟାକ୍ସଫୋର୍ସ ପକ୍ଷରୁ କୁହାଯାଇଥିବାବେଳେ ୧୪ରୁ…
