ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ
ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ #ରାଇରଙ୍ଗପୁର (ଏନ୍.ଏମ୍.): ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ କରାଯାଇଛି । ଏହି ଅବସରରେ ଉପସ୍ଥିତ ବକ୍ତାମାନେ ଭଗବାନ କାହାକୁ କେମିତି ଜନ୍ମ ଦେଇଛନ୍ତି କେହି କହି ପାରିବେ ନାହିଁ । କିନ୍ତୁ ସମାଜରେ ସୁସ୍ଥ ମଣିଷ ଭଳି ଭିନ୍ନକ୍ଷମ ମାନେ ମଧ୍ୟ ବଞ୍ଚିବାର ମୌଳିକ ଅଧିକାର ଅଛି । ସେମାନଙ୍କର ମଧ୍ୟ ସାମାଜିକ ବିକାଶ…
