ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର
ଇମ୍ଫା ଶିଳ୍ପଗୋଷ୍ଠୀ ପକ୍ଷରୁ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର #ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୦ନମ୍ବର ୱାର୍ଡ଼ ସ୍ଥିତ ଯଯାତୀ କେଶରୀ କ୍ଲବ୍ ପରିସରରେ ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଏକ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଇମ୍ଫାର ବରିଷ୍ଠ ପ୍ରଶାସକ ଲଲାଟ କିଶୋର ମହାପାତ୍ର, ଧୀରେନ୍ କୁମାର ନାଥ ଓ ଡିଜିଏମ୍…
