Category: ସ୍ୱାସ୍ଥ୍ୟ

ଜବାନ ବଞ୍ଚାଇଲେ ପାଞ୍ଚବର୍ଷର କୋମଲମତି କୁନି ଶିଶୁର ଜୀବନ

ଜବାନ ବଞ୍ଚାଇଲେ ପାଞ୍ଚବର୍ଷର କୋମଲମତି କୁନି ଶିଶୁର ଜୀବନ କଳାହାଣ୍ଡି (ଏନ୍‌.ଏମ୍‌.): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡା ଗ୍ରାମର ଭାରତୀୟ ସେନାରେ କାର୍ଯ୍ୟରତ ମଳୟ ରଞ୍ଜନ ଗଡତିଆଙ୍କ ପାଇଁ ଜଣେ ପାଞ୍ଚବର୍ଷର କୁନି ଶିଶୁର ଜୀବନ ବଞ୍ଚିଯାଇଛି । ସେ…

କରୋନା ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କରୋନା ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନାର ୩ୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୭୦ ପ୍ରତିଶତ ସେରୋ ସର୍ଭେ ସରିଛି । ବିଭିନ୍ନ ହସ୍ପିଟାଲରେ…

ସେପ୍ଟେମ୍ବର ୩୦ ଯାଏ କେନ୍ଦ୍ର ବଢ଼ାଇଲା କରୋନା କଟକଣା: ପାର୍ବଣ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ

ସେପ୍ଟେମ୍ବର ୩୦ ଯାଏ କେନ୍ଦ୍ର ବଢ଼ାଇଲା କରୋନା କଟକଣା: ପାର୍ବଣ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ନୂଆଦିଲ୍ଲୀ(ଏଜେନ୍ସି): ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ଜାରି ରହିଥିବା କଟକଣାକୁ…

କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ

କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ରାଜ୍ୟବସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କରି ଇକମୋ ୟୁନିଟର ଉଦଘାଟନ କରିଛନ୍ତି । ଏହା ରାଜ୍ୟର ପ୍ରଥମ ଚିକିତ୍ସା ପଦ୍ଧତି । ଇକମୋ…

କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା

କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନାରେ ରାଜ୍ୟରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଉଭୟ ମୃତ ଶିଶୁ କନ୍ୟାସନ୍ତାନ ବୋଲି ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ଶିଶୁ କନ୍ୟା…

ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ!, କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ

ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ! କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ କଟକ (ଏନ୍‌.ଏମ୍‌.): ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)ରେ ଚଳିତ ସପ୍ତାହରେ ଏକମୋ ୟୁନିଟ ଉଦଘାଟନ ହେବାର ସମ୍ଭାବନା ରହିଛି । ତାରିଖ ନିର୍ଦ୍ଧାରିତ…

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର ମୁମ୍ବାଇ (ଏଜେନ୍ସି): ସ୍କୁଲ ଖୋଲିବା କ୍ଷଣି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା…

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ

ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍‌ଘାଟନ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)କୁ ବିଶ୍ୱସ୍ତରୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ୫ଟି ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଏଥି ପାଇଁ ମେଡ଼ିକାଲର ବିଭିନ୍ନ ବିଭାଗର ଉନ୍ନତି, ନୂତନ…

ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଇନର ହ୍ୱିଲ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ଇନର ହ୍ୱିଲ କ୍ଲବ ମିଡ଼ ଟାଉନ ପକ୍ଷରୁ ସିଟି ହସ୍ପିଟାଲରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ହୋଇଯାଇଛି । ସିଟି ହସ୍ପିଟାଲ ପ୍ରସୂତି ବିଭାଗ ନିକଟରେ…

ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ

ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସସିବି)ରେ ଅସହାୟ, ନିରାଶ୍ରୟ ରୋଗୀଙ୍କୁ ସେବା, ଚିକିତ୍ସା ଯୋଗାଇବାରେ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ବିପଦପୂର୍ଣ୍ଣ ହେବା ସହ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା…

ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ

ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ କଟକ(ଏନ୍‌.ଏମ୍‌.): ନକଲି ସମଗ୍ରୀ ପ୍ରସ୍ତୁତିର ରାଜଧାନୀ ପାଲଟିଛି କଟକ । ବିଭିନ୍ନ ସମୟରେ ନକଲି ସାମଗ୍ରୀ ତିଆରି କାରଖାନା ଉପରେ ଚଢ଼ାଉ କରାଯାଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ସମ୍ଭବ ହୋଇ…

ବିଉଟିଫୁଲ ମାଇଣ୍ଡସ୍‍ ତରଫରୁ ତ୍ରିରାଷ୍ଟ୍ରୀୟ ଆଭାସି ବାଳୁତ କର୍ମଶାଳା

ବିଉଟିଫୁଲ ମାଇଣ୍ଡସ୍‍ ତରଫରୁ ତ୍ରିରାଷ୍ଟ୍ରୀୟ ଆଭାସି ବାଳୁତ କର୍ମଶାଳା ଚିକାଗୋ (ଏଜେନ୍ସି): ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ‘ବିଉଟିଫୁଲ୍‍ ମାଇଣ୍ଡସ୍‍ ୟୁଥ୍‍ ମେଣ୍ଟରିଂ ଫାଉଣ୍ଡେସନ’ ତରଫରୁ ନିକଟରେ ଏକ ଆନ୍ତର୍ଜାତିକ ବାଳୁତ କର୍ମଶାଳା ଆୟୋଜନ କରାଯାଇଥିଲା । ଅନ୍‍ଲାଇନ୍‍ ଯୋଗେ ଅନୁଷ୍ଠିତ ଏହି…