ଏସସିବି କାର୍ଡିଓଲୋଜି ଆଇସିୟୁରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ
ଏସସିବି କାର୍ଡିଓଲୋଜି ଆଇସିୟୁରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ #କଟକ(ଏନ୍.ଏମ୍.): ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଆଇସିୟୁରେ ଭର୍ତ୍ତି ହୋଇଛିନ୍ତି ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ । କଟକ ଏସସିବି କାର୍ଡିଓଲୋଜି ଆଇସିୟୁରେ ସୁଶାନ୍ତ ଧଳସାମନ୍ତ ଭର୍ତ୍ତି ହୋଇଥିବା ନେଇ ଜୋନ-୨ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ସୁଶାନ୍ତ ଧଳସାମନ୍ତ ଏସସିବିରେ ଭର୍ତ୍ତି ହେବା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଜୋନ-୨ ଏସିପି କହିଛନ୍ତି ଯେ, ସୁଶାନ୍ତ ଧଳସାମନ୍ତ ପାଇଁ ଏସସିବିରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ବ୍ୟବସ୍ଥା…
