ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ
ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ #ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗନ୍ଧର୍ବନାଥ ସେବାସମିତିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଚୌଦ୍ୱାର ଚିତ୍ରେଶ୍ୱର ଗ୍ରାମସ୍ଥିତ ଗନ୍ଧର୍ବନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଥିଲା । ଉତ୍ସବରେ ପ୍ରଥମେ କୁନି କୁନି ପିଲାମାନଙ୍କ ଦ୍ୱାର ଓଡ଼ିଶୀ, ଭଜନ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପରେ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇ ସେମାନଙ୍କ ପରିଚୟ ପ୍ରଦାନ…
