ଉପଭୋକ୍ତାଙ୍କ ବିଦ୍ୟୁତ ଶୁଳ୍କ: ଘରେ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର

ଉପଭୋକ୍ତାଙ୍କ ବିଦ୍ୟୁତ ଶୁଳ୍କ: ଘରେ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ରହିଥିବା ସମସ୍ୟାର ସମାଧ୍‌ାନ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ବିଦ୍ୟୁତ ବ୍ୟବହାର କରିବା ପରେ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ ବିଲ ଆଦାୟ ହେଉଥିବାବେଳେ ଶୁଳ୍କ ବକେୟା ରହିଯାଉଥିଲା । ହେଲେ ଏଣିକି ଆଉ ବିଦ୍ୟୁତ ଶୁଳ୍କ ବାକିଆ ରହିବ ନାହିଁ ; ବରଂ ଆଗୁଆ ପଇଠ କରିବାକୁ ପଡ଼ିବ । ତେଣୁ ବିଦ୍ୟୁତ…

Read More

ହଠାତ ଫେଲ ହେଲା ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ

ହଠାତ ଫେଲ ହେଲା ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ନୂଆଦିଲ୍ଲୀ (ଏଜେନ୍ସି): ହଠାତ ଫେଲ ହୋଇଯାଇଛି ସୋସିଆଲ ମିଡିଆ । ଫେସବୁକ୍‌, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ସେବା ଠପ୍ ହୋଇ ଯାଇଛି । ସୋମବାର ରାତି ପ୍ରାୟ ୯.୧୫ ମିନିଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ସେବାର ସର୍ଭର ଡାଉନ୍ ହୋଇଥିବା ଜଣାପଡ଼ିଛି । ଏହି କାରଣରୁ ୟୁଜରମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ବିଭିନ୍ନ ରିପୋର୍ଟରେ ଏହି ସୂଚନା…

Read More

ଓଡ଼ିଶା ପରିବହନ ଚାଳକ ସଂଘ କର୍ମକର୍ତ୍ତା ନିର୍ବାଚନ

ଓଡ଼ିଶା ପରିବହନ ଚାଳକ ସଂଘ କର୍ମକର୍ତ୍ତା ନିର୍ବାଚନ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଓଡ଼ିଶା ପରିବହନ ଚାଳକ ସଂଘ, ଟାଙ୍ଗୀ-ଚୌଦ୍ୱାର ବ୍ଳକ ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୋଟରଯାନ ଚାଳକମାନଙ୍କର ଏକ ସାଧାରଣ ସଭା ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱନାହାକାଣୀ ହାଟ ପଡ଼ିଆରେ ଆୟୋଜିତ ହୋଇଥିଲା । ସଂଘର ରାଜ୍ୟ ସଭାପତି ବିଜ୍ଞାନ ଦାସ ପୌରହିତ୍ୟ କରିଥିôବାବେଳେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୁବୋଧ କୁମାର ସାମଲ ଯୋଗ ଦେଇଥିଲେ । ଚାଳକ କୈଳାସ ଚନ୍ଦ୍ର ବାରିକ…

Read More

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ

ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ଦିଲ୍ଲୀପ #ଭୁବନେଶ୍ୱର (ଏନ୍‌.ଏମ୍‌.): ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ତେବେ ସେ ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି । ଏବେ ଦିଲ୍ଲୀପଙ୍କୁ ନେଇ ଓଡ଼ିଆ ଆଜି ଗର୍ବିତ ହୋଇଛନ୍ତି । ଓଡ଼ିଶା ମାଟିର ପୁଅର ପରାକ୍ରମ ଆଜି…

Read More

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ

ଅକ୍ଟୋବର ୪ ତାରିଖରୁ ମିଳିବ ମାଟ୍ରିକ ପ୍ରମାଣପତ୍ର: ବୋର୍ଡ #କଟକ(ଏନ୍‌.ଏମ୍‌.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଆସନ୍ତା ଅକ୍ଟୋବର ୪ ତାରିଖରୁ ପ୍ରଦାନ କରାଯିବ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରମାଣପତ୍ର ଦିଆଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତ ସ୍କୁଲର ମୁଖ୍ୟମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପ୍ରମାଣପତ୍ର ନେଇ ପାରିବେ । ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ଏବଂ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଦ୍ୱାରା…

Read More

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବିଏମଏସ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମଆୟୁକ୍ତ ବନମାଳୀ ମହାପାତ୍ରଙ୍କୁ ଭାରତୀୟ ମଜଦୂର ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଛି । ଏହି ଅବସରରେ ଶ୍ରମ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଏଣ୍ଟ ଲେବର କମିଶନର ନୀଳାମ୍ବର ମିଶାଲ୍ ଉପସ୍ଥିତଥିଲେ । ଭାରତୀୟ ମଜଦୂର ସଂଘ ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Read More

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା #ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ(ସ୍ୱୟଂଶାସିତ) ମହାବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଏବଂ ପ୍ରାଧ୍ୟାପିକା ଖୁଲଣା ସୁନ୍ଦରୀ ଦେଇଙ୍କୁ ମହାବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଧ୍ୟାପିକା ଶ୍ରୀମତୀ ଦେଇ ୩୦-୦୮-୧୯୮୬ ମସିହାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଏରସମା କୋଠିରୁ ଅଧ୍ୟ୍ୟାପନା ବୃତ୍ତି ଆରମ୍ଭ କରିଥିଲେ । ୨୪-୦୬-୨୦୦୩ ରୁ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଯୋଗଦାନ କରିବା ସହିତ ବିଭିନ୍ନ…

Read More

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା

ଓଡ଼ିଶା ହାଇକୋର୍ଟ ପାଇଁ ୪ଜଣ ନୂତନ ବିଚାରପତିଙ୍କ ନାମଘୋଷଣା #କଟକ (ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟ ପାଇଁ ଚାରି ଜଣଙ୍କୁ ନୂଆ ବିଚାରପତି ଭାବେ ନିଯୁକ୍ତି କରାଯାଇଛି । ଗତକାଲି ସୁପ୍ରିମକୋଟ କଲେଜିୟମର ଏକ ବୈଠକରେ ୪ଜଣ ନୂତନ ବିଚାରପତିଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି । ଏହି ୪ଜଣଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ଆଇଜୀବୀ ହୋଇଥିବାବେଳେଦୁଇ ଜଣ ଜୁଡ଼ିସିଆଲ ଅଫିସର ରହିଛନ୍ତି । କଲେଜିୟମ ଘୋଷଣା ଅନୁଯାୟୀ ଏହି ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର…

Read More

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ସିଏମସି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ଚଳିତ ମାସରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅବସର ନେଉଛନ୍ତି । ତେଣୁ ସିଏମସି ପକ୍ଷରୁ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଶ୍ରୀ ସାମଲକୁ ଆଜି ସିଏମସିର କାଉନସିଲ ମିଟିଂରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ସିଏମସି ବିଶ୍ୱନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ ଆୟୋଜିତ କାଉନସିଲ ବୈଠକ ଆରଡିସିଙ୍କ ଶେଷ ବୈଠକ ଥିଲା । ଏହି ବୈଠକରେ…

Read More

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ‘ବିଚାର ବ୍ୟବସ୍ଥା ପିପୁଲ ଫ୍ରେଣ୍ଡଲି ହେବା ଜରୁରୀ’ କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାରେ ୭୪ବର୍ଷ ପରେ ବି’ ଅନେକ ଲୋକ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବାକୁ ପସନ୍ଦ ନକରି ପୁରୁଣାକାଳିଆ ଜୀବନ ବଞ୍ଚିବାକୁ ଭଲ ପାଉଛନ୍ତି । ସେହିପରି ଭାରତୀୟ ଆଇନର ଭାଷା ସାଧାରଣ ଲୋକଙ୍କ ପକ୍ଷେ ବୁଝିବା କଷ୍ଟକର । ଏଥିସହ ଭାରତୀୟ ବିଚାର ବ୍ୟବସ୍ଥା ଯେଭଳି ରହିଛି ସେଥିରେ ଜଣେ ସାଧାରଣ…

Read More

ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ

ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍‌ଘାଟିତ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳ କଜଳକଣାସ୍ଥିତ ଇଡ଼କୋର ଗୋପାଳପୁର ଶିଳ୍ପାଞ୍ଚଳରେ ଏକଦା ଛୋଟବଡ଼ ହୋଇ ବହୁ ଶିଳ୍ପ ଗଢ଼ି ଉଠିଥିବାବେଳେ ପରବର୍ତ୍ତି ସମୟରେ ସମସ୍ତ ଶିଳ୍ପ ବନ୍ଦ ହୋଇ ଏହା ଶିଳ୍ପଶୂନ୍ୟ ହୋଇ ଯାଇଥିଲା । ଦୀର୍ଘ ଦିନ ପରେ ଉକ୍ତ ସ୍ଥାନରେ ଏକ ଟସର ସୂତା ଉତ୍ପାଦନ କେନ୍ଦ୍ର ଆରମ୍ଭ କରାଯାଇଥିବାରୁ ସମଗ୍ର ଚୌଦ୍ୱାର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଏଥିସହିତ ଏହି କାରଖାନା ଚାଲୁ ହେବା ଫଳରେ…

Read More

ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଲେ ସାମ୍ବାଦିକ

ଗଜରାଜ ଉଦ୍ଧାର ଅପରେସନ ବେଳେ ଓଡ୍ରାଫ ବୋଟ ଦୁର୍ଘଟଣାଗ୍ରସ୍ତ ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଲେ ସାମ୍ବାଦିକ କଟକ(ଏନ୍‌.ଏମ୍‌.): ଖବର ସଂଗ୍ରହ କରିବାକୁ ଯାଇ ଖବର ପାଲଟିଗଲେ ସାମ୍ବାଦିକ । ରାଜ୍ୟର ପ୍ରମୁଖ ଯୁବ ସାମ୍ବାଦିକଙ୍କ ମଧ୍ୟରେ ଅନ୍ୟତମ ପରିଚିତ ସାମ୍ବାଦିକ ଅରିନ୍ଦମ ଦାସ ଆଉ ନାହାନ୍ତି । ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କରିବା ପରେ ବହୁ ଚାଲେଞ୍ଜକୁ ସହଜରେ ସାମ୍ନା କରି ପାରୁଥିବା ଅରିନ୍ଦମ ଆଜି ଜୀବନ ବଞ୍ଚାଇବା କ୍ଷେତ୍ରରେ ହାରି ଯାଇଛନ୍ତି…

Read More