କଟକ କମିଶନରେଟ ପୁଲିସରେ ଡିସିପି ଭାବେ ଦାୟିତ୍ୱ ନେଲେ କନୱର ବିଶାଲ ସିଂହ
କଟକ କମିଶନରେଟ ପୁଲିସରେ ଡିସିପି ଭାବେ ଦାୟିତ୍ୱ ନେଲେ କନୱର ବିଶାଲ ସିଂହ #କଟକ(ଏନ୍.ଏମ୍.): କମିଶନରେଟ ପୁଲିସରେ ଆଜି ନୂତନ କଟକ ଡିସିପି ଦାୟିତ୍ୱ ଗ୍ରହଣ କରିଛନ୍ତି । କନୱର ବିଶାଲ ସିଂହ ଆଜି କଟକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ବିଭାଗ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଏହା ପୂର୍ବରୁ ପୁରୀ ଏସପି ଭାବେ ଦକ୍ଷତାର ସହ କାର୍ଯ୍ୟକରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ୨୦୧୦…
