ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର : +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ
ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ #ଭୁବନେଶ୍ୱର(ଏନ୍.ଏମ୍.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ +୨ ଅଧ୍ୟୟନ ନେଇ ଅନିଶ୍ଚିତତାରେ ଥିଲେ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ +୨ କଲେଜର ଅଭାବ ଦୃଷ୍ଟିରୁ ଏଥର ପଢ଼ିବା ପାଇଁ ସିଟ ମିଳିବ କି ନାହିଁ ଆଶଙ୍କାରେ ଥିବାବେଳେ ରାଜ୍ୟସରକାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜ୍ୟ ସରକାର…
