Category: ଶିକ୍ଷା ଓ ନିଯୁକ୍ତି

ସିଏମସି କମିଶନରଙ୍କ କଟକ ପ୍ରେସକ୍ଲବ ପରିଦର୍ଶନ

ସିଏମସି କମିଶନରଙ୍କ କଟକ ପ୍ରେସକ୍ଲବ ପରିଦର୍ଶନ କଟକ(ଏନ୍‌.ଏମ୍‌.): ଚୌଧୁରୀବଜାରସ୍ଥିତ କଟକ ପ୍ରେସକ୍ଲବ ଗୃହର ନବୀକରଣ କାର୍ଯ୍ୟ ଗତ ଜାନୁଆରୀ ମାସରେ ଉଦ୍‌ଘାଟିତ ହୋଇଥିବା ବେଳେ କଟକ ମହାନଗର ନିଗମ (ସିଏମ୍‌ସି) କମିଶନର କୀରଣଦୀପ କୌର ସାହୋତା ପରିଦର୍ଶନ କରିଛନ୍ତି। ଏହି ଅବସରରେ…

ଛାତ୍ରଛାତ୍ରୀ ଓ ରାଜନୀତି ମଧ୍ୟରେ ସମ୍ପର୍କ ବିଷୟରେ ରେଭେନସାରେ ଆଲୋଚନା ଚକ୍ର

ଛାତ୍ରଛାତ୍ରୀ ଓ ରାଜନୀତି ମଧ୍ୟରେ ସମ୍ପର୍କ ବିଷୟରେ ରେଭେନସାରେ ଆଲୋଚନା ଚକ୍ର #କଟକ (ଏନ୍‌.ଏମ୍‌.) : ଛାତ୍ରଛାତ୍ରୀ ଓ ରାଜନୀତି: ସେମାନେ ପରସ୍ପରଠାରୁ ଅବିଛେଦ୍ୟ କି?ଏହି ଶୀର୍ଷକରେ ଗୋପବନ୍ଧୁ ବିଚାର ମଂଚ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ…

କଟକ ଜିଲ୍ଲା ପି.ଇ.ଓ. ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ଚୟନ

କଟକ ଜିଲ୍ଲା ପି.ଇ.ଓ. ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ଚୟନ #ଜଗତପୁର(ଏନ୍‌.ଏମ୍‌.): ଗ୍ରାମାଞ୍ଚଳରେ ସରକାରୀ ଯୋଜନାଙ୍କୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାର ମୁଖ୍ୟ ସୂତ୍ରଧର ହେଉଛନ୍ତି ପି.ଇ.ଓ। ସବୁବେଳେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ନିଜର କର୍ତ୍ତବ୍ୟ ନିର୍ବାହ କରୁଥିଲେ ମଧ୍ୟ…

କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ସଚେତନତା ଶିବିର

କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ସଚେତନତା ଶିବିର କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନେ କିଭଳି…

କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ

କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ନେପାଳ ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ବିତାଡିତ କରିଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ କଟକ(ଏନ୍‌.ଏମ୍‌.): କିଟ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ନେପାଳର ଜଣେ ଛାତ୍ରୀଙ୍କ ସନ୍ଦେହଜନକ…

ସରକାରଙ୍କର ଜୀବିକା ମିଶନର ନିୟମାବଳୀକୁ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ସରକାରଙ୍କର ଜୀବିକା ମିଶନର ନିୟମାବଳୀକୁ ପ୍ରତ୍ୟାହାର ଦାବିରେ ବିକ୍ଷୋଭ କଟକ(ଏନ୍‌.ଏମ୍‌.): ଓଡିଶା ଜୀବିକା ମିଶନ କ୍ଷେତ୍ରରେ ସରକାରଙ୍କ ନୂତନ ନୀତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଶା ଜୀବିକା ମିଶନ ଇ. ସି. ସଂଘ ପକ୍ଷରୁ…

କୁସୁମ ଦେବୀ ମହିଳା ସତସଙ୍ଗ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ

କୁସୁମ ଦେବୀ ମହିଳା ସତସଙ୍ଗ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ କଟକ (ଏନ୍‌.ଏମ୍‌.): ତାରିଖ କୁସୁମ ଦେବୀ ମହିଳା ସତସଙ୍ଗ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ୧୯୮୩ ମସିହାରେ ଏହି ମହାବିଦ୍ୟାଳୟଟି ଏହି ଠାରେ ପାଦ ସ୍ଥାପିତ ହୋଇଥିଲା। ଏହା ହେଉଛି…

ନ୍ୟୁ ଷ୍ଟିୱାର୍ଟ ସ୍କୁଲର ବାର୍ଷିକକ୍ରୀଡା

ନ୍ୟୁ ଷ୍ଟିୱାର୍ଟ ସ୍କୁଲର ବାର୍ଷିକକ୍ରୀଡା କଟକ(ଏନ୍‌.ଏମ୍‌.): ମିଶନ ରୋଡସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲର ୩୨ ତମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରେଭେରେଣ୍ଡ ଡ଼ିକନ ମୋଜେଶ ମହାନ୍ତିଙ୍କ ପୌରହିତ୍ୟରେ ପୁରସ୍କାର ବିତରଣୀ ସଭା କରାଯାଇଥିଲା। କାର୍ଯ୍ୟକ୍ରମରେ…

ଶିଶୁଙ୍କ ବିକାଶ ପାଇଁ ସରକାରଙ୍କ ନୂଆ ନିଷ୍ପତ୍ତି: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ

ଶିଶୁଙ୍କ ବିକାଶ ପାଇଁ ସରକାରଙ୍କ ନୂଆ ନିଷ୍ପତ୍ତି: ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ଦିନରେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦିଆଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।…

ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ କଟକ (ଗଜେନ୍ଦ୍ର ଦାସ) : କଟକ ସଦର ଥାନାର ନୂତନ ଥାନାଧିକାରୀ ଭାବେ ଓମ ପ୍ରକାଶ ମହାନ୍ତି ଦାଇତ୍ୱ ଗ୍ରହଣ କରିଛନ୍ତି । ଏନେଇ କଟକ ମହାନଗର ନିଗମ ୫୮ ନଂ ୱାର୍ଡ ପ୍ରତାପନଗରୀ ଗାଁର ମାଁ…

ବିଶ୍ୱ ମାନବିକ ଅଧିକାର ଦିବସ ଉପଲକ୍ଷେ ମାନବିକ ଅଧିକାର ସୁରକ୍ଷା ଓ ଶିକ୍ଷା

ବିଶ୍ୱ ମାନବିକ ଅଧିକାର ଦିବସ ଉପଲକ୍ଷେ ମାନବିକ ଅଧିକାର ସୁରକ୍ଷା ଓ ଶିକ୍ଷା ମାନବିକ ଅଧିକାର, ମାନବିକ ମୂଲ୍ୟବୋଧ ଓ ମାନବିକତା କହିଲେ ସାଧାରଣ ଭାବେ ବୁଝାଯାଏ ଯେ ପ୍ରତେକ ମାନବଜାତି ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିବା ପରେ ବଂଚିବା ଓ…

ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ ତଥା ଅନ୍ୟାନ୍ୟ ଶିକ୍ଷା ସମସ୍ୟା ସମାଧାନ ଦାବିରେ ଦିଲ୍ଲୀଠାରେ ଏଆଇଡିଏସଓର ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ଉଦଯାପିତ

ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ ତଥା ଅନ୍ୟାନ୍ୟ ଶିକ୍ଷା ସମସ୍ୟା ସମାଧାନ ଦାବିରେ ଦିଲ୍ଲୀଠାରେ ଏଆଇଡିଏସଓର ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ଉଦଯାପିତ କଟକ(ଏନ୍‌.ଏମ୍‌.): ଏଆଇଡିଏସଓ ପକ୍ଷରୁ ନଭେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମ୍ ରେ ଜାତୀୟ…