କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ
କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ କେନ୍ଦ୍ରାପଡ଼ା(ଆହ୍ଲାଦ ମହାନ୍ତି): ଆସନ୍ତା ୨୪ତାରିଖରେ ହେବାକୁ ଥିବା କେନ୍ଦ୍ରାପଡ଼ା ମ୍ୟୁନିସ୍ପାଲ୍ଟି ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ ଆଜି ଶେଷ ହୋଇଛି । ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷା ପଦବୀ ପାଇଁ ୫ଜଣ ଓ ୨୧ଟି ୱାର୍ଡ କାଉନ୍ସିଲର ପଦବୀ ପାଇଁ ମୋଟି ୯୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଶେଷ ଦିନରେ ମ୍ୟୁନିସ୍ପାଲ୍ଟି କାର୍ଯ୍ୟାଳୟରେ ବେଶ ଭିଡ ରହିଥିବାବେଳେ ଆଜି ମୋଟ ୮୭ଜଣ…
