ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର

ଗ୍ରାମାଞ୍ଚଳରେ ମିଳିବ ବିଶୁଦ୍ଧ ପାନୀୟ ଜଳ ନେଇ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ: ରଣେନ୍ଦ୍ର ୨୩ଟି ପଞ୍ଚାୟତ ସହ ୧୪୯ ଗାଁର ୧ଲକ୍ଷ ୪୭ ହଜାର ୫୪୨ ଜଣ ହେବେ ଉପକୃତ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ରାଜ୍ୟର ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବ ହୋଇ ପାରିଛି ବୋଲି ଆଜି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ବିଶୁଦ୍ଧ ପିଇବା…

Read More

ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି

ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ ବୋଲି ରାଜ୍ୟବିଜେପି ନେତୃତ୍ୱ ଅଭିଯୋଗ ଆଣିଛନ୍ତି । ତେବେ ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କିନ୍ତୁ ରାଜ୍ୟ ରାଜକୋଷରେ ଥିବା ଲୋକମାନଙ୍କ କଷ୍ଟ ଅର୍ଜିତ ଟିକସ ଅର୍ଥକୁ ଖର୍ଚ୍ଚ କରି ଛୁଟି କଟାଇବାକୁ ଯିବା ଦୁର୍ଭାଗ୍ୟଜନକ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

Read More

ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ

ଝାରସୁଗୁଡା ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା: ବ୍ୟାଟ୍ ଚିହ୍ନରେ ଲଢିବେ ମହେନ୍ଦ୍ର ପଟ୍ଟନାୟକ #ଭୁବନେଶ୍ୱର (ଏନ୍‌.ଏମ୍‌.): ଝାରସୁଗୁଡା ଉପର୍ନିବାଚନ ପାଇଁ କଳିଙ୍ଗ ସେନା ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସେନା ସୁପ୍ରିମୋ ହେମନ୍ତ ରଥ ଝାରସୁଗୁଡାର ଉଚ୍ଚଶିକ୍ଷିତ ଯୁବକ ମହେନ୍ଦ୍ର ପଟ୍ଟନାୟକ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା କରିବା ସହିତ ଆଗାମୀ…

Read More

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି ଟଙ୍କା

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି ଟଙ୍କା ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା…

Read More

କଟକ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ: କେନ୍ଦ୍ର ସରାକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ପଟ୍ଟନାୟକ

କଟକ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ: କେନ୍ଦ୍ର ସରାକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ପଟ୍ଟନାୟକ #କଟକ(ଏନ୍‌.ଏମ୍‌.): କେନ୍ଦ୍ର ବିଜେପି ଶାସିତ ମୋଦୀ ସରକାରଙ୍କ ଷଡ଼ଯନ୍ତ୍ର ତଥା ଅଗଣତାନ୍ତ୍ରିକ ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତରବରିଆ ଭାବେ ଲୋକସଭାର ସଭ୍ୟପଦ ରଦ୍ଦ ଓ ସରକାରୀ କ୍ୱାର୍ଟର୍ ତୁରନ୍ତ ଖାଲି କରିବା ନିର୍ଦ୍ଦେଶ ବିରୋଧରେ ଆଜି ବର୍ଷିଛନ୍ତି କଟକ ଜିଲ୍ଲା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ତଥା ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ । ସେ…

Read More

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଇସିଆଇଙ୍କ ଘୋଷଣା; ମେ’ ୧୦ରେ ମତଦାନ, ୧୩ରେ ଭୋଟ ଗଣତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଇସିଆଇଙ୍କ ଘୋଷଣା; ମେ’ ୧୦ରେ ମତଦାନ, ୧୩ରେ ଭୋଟ ଗଣତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ଝାରସୁଗୁଡ଼ାରେ ଉପନିର୍ବାଚନ ହେବା ନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ଆସନ୍ତା ମେ’ ମାସ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ । ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ, ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ହେବା…

Read More

ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି

ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି #କଟକ(ଏନ୍‌.ଏମ୍‌.): ପୁଞ୍ଜି ସମ୍ରାଟ ଗୌତମ ଆଦାନୀଙ୍କ ଅଚଳାଚଳ ସଂପଦ କି ଉପାୟରେ ବଢିଲା? ଓ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ଏହାର ଟିକିନିଖି ବିବରଣୀ ପ୍ରକାଶ ପାଇବା ପରେ ପାର୍ଲାମେଣ୍ଟରେ ସମସ୍ତ ବିରୋଧୀ ଦଳ ଏହାର ତଦନ୍ତ ପାଇଁ ଜେପିସି (ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି) ଗଠନ କରିବାକୁ ଦାବି କରି ଆସୁଛନ୍ତି । ୨୦୧୪ରେ ଗୌତମ ଆଦାନୀଙ୍କ ସଂପଦ ୭.୧ ବିଲିୟନ ଡଲାର…

Read More

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା #କଟକ(ଏନ୍‌.ଏମ୍‌.): ଓଡ଼ିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କୁ ପେନସନ ବୃଦ୍ଧି ବାବଦରେ କେନ୍ଦ୍ର ସରକାର ପ୍ରତାରିତ କରିଥିବାରୁ ଆଗାମୀ ଦିନରେ ଏହା ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ଲାଗି ନିଷ୍ପତ୍ତି ହୋଇଛି । ଅଲ୍ ଓଡ଼ିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍‌ର ରାଜ୍ୟ କମିଟି ବୈଠକରେ ଏ ବାବଦରେ ବିସ୍ତୃତ ଆଲୋଚନା ହୋଇ ସର୍ବ ସମ୍ମତ ପ୍ରସ୍ତାବ…

Read More

ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ

ଜଗତପୁର ଠାରେ କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେଲେ କର୍ମୀ #ଜଗତପୁର(ଏନ୍‌.ଏମ୍‌.): କଟକ ଜଗତପୁର ଗୋଲେଇ ଛକ ସ୍ଥିତ ଉତ୍କଳ ଦୁର୍ଗାପୂଜା ମଣ୍ଡପ ସଭାଗୃହରେ କଂଗ୍ରେସ ଯୁବନେତା ମାନସ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଟକ ନଗର କଂଗ୍ରେସ ଅଧିନସ୍ଥ ୮ନମ୍ବର ବ୍ଲକ କଂଗ୍ରେସ ନବନିଯୁକ୍ତ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ କଂଗ୍ରେସ କର୍ମୀମାନେ…

Read More

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ: ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର/ବ୍ରହ୍ମପୁର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ଯ୍ୟ ନଗର ଆଦି ସ୍ଥାନରେ ୨ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଛତ୍ରପୁରରେ ୧ହଜାର କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୂର୍ଯ୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର…

Read More

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ନିର୍ବାଚନ ମଣ୍ଡଳୀର ଅଭୟ ବାରିକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ସମର୍ଥନ କରୁଥିବା ତିଗିରିଆ ବ୍ଲକର ଶତାଧିକ ଜନସାଧାରଣ ଏବେ ତାଙ୍କ ସଂଗଠନରୁ ଓହରି ଯାଇଛନ୍ତି । ଦୀର୍ଘ ଦିନ ଧରି ତାଙ୍କ ସହ କାମ କରିବା ପରେ ଶ୍ରୀ ବାରିକ ତାଙ୍କୁ ପ୍ରତାରିତ କରିଥିବାରୁ ସେମାନେ ବାଧ୍ୟ ହୋଇ ସ୍ଥାନୀୟ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ କୃଷି…

Read More

ରାହୁଲ ଗାନ୍ଧିଙ୍କୁ କୋର୍ଟଙ୍କ ଝଟକା: ସାଂସଦ ପଦ ରଦ୍ଦ ହେବା ସହ ୮ ବର୍ଷ ଯାଏ ନିର୍ବାଚନରୁ ବାସନ୍ଦ ଆଶଙ୍କା

ରାହୁଲ ଗାନ୍ଧିଙ୍କୁ କୋର୍ଟଙ୍କ ଝଟକା: ସାଂସଦ ପଦ ରଦ୍ଦ ହେବା ସହ ୮ ବର୍ଷ ଯାଏ ନିର୍ବାଚନରୁ ବାସନ୍ଦ ଆଶଙ୍କା ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଏବେ ଲାଗିଛି କୋର୍ଟଙ୍କ ଝଟକା । ୨୦୧୯ ମସିହା ଅପରାଧିକ ମାନହାନୀ ମାମଲାରେ ଗୁଜରାଟର ଏକ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ତାଙ୍କୁ ଜାମିନ ମିଳିଛି ଓ ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲଙ୍କୁ ୩୦ ଦିନର ସମୟ ମିଳିଛି ।…

Read More