ଡ୍ରାଇଭର ମହାସଂଘ ବୈଠକ: ସରକାର ପ୍ରତାରଣା କରିଥିବା ଅଭିଯୋଗ
ଡ୍ରାଇଭର ମହାସଂଘ ବୈଠକ: ସରକାର ପ୍ରତାରଣା କରିଥିବା ଅଭିଯୋଗ #ଆଠଗଡ଼(ଏନ୍.ଏମ୍.): ରାଜ୍ୟ ବ୍ୟାପୀ ଡ୍ରାଇଭରମାନେ ନିଜର ସମସ୍ୟା ନେଇ ରାଜ୍ୟସରକାରଙ୍କୁ ବାରମ୍ବାର ନେହୁରା ହେଲେ ମଧ୍ୟ ସରକାର ସେମାନଙ୍କ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ନେଉନଥିବା ଡ୍ରାଇଭର ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଡ୍ରାଇଭରମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସଂଘ କର୍ମକର୍ତ୍ତାମାନେ କହିଛନ୍ତି ।…
