ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର(ଏନ୍‌.ଏମ୍‌.): ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ଗର୍ଗଙ୍କୁ ନୂଆ ଦାୟିତ୍ୱ ମିଳିଛି। ମନୋଜ ଆହୁଜାଙ୍କ ସ୍ଥାନରେ ରାଜ୍ୟ ସରକାର ଅନୁ ଗର୍ଗଙ୍କୁ ଅବସ୍ଥାପିତ କରିଛନ୍ତି। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମତୀ ଗର୍ଗଙ୍କୁ ନୂଆ ଦାୟିତ୍ୱ ମିଳିଛି।…

Read More

ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ

ସରକାରଙ୍କ କାର୍ଯ୍ୟକୁ ନେଇ ଆଶଙ୍କାରେ ଜନତା ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ ସୁବର୍ଣ୍ଣପୁର (ଏନ୍‌.ଏମ୍‌.): ଜନସାଧାରଣଙ୍କ ସୁଖ ଦୁଃଖରେ ଠିଆ ହେବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ପୂର୍ବ ସରକାରଙ୍କ ଭଳି ଏବେ ମନମୁଖୀ କାର୍ଯ୍ୟ ଚଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏକଦା ଲୋକଙ୍କ ସରକାର କହୁଥିବା ବିଜେପି ଏବେ ଲୋକଙ୍କ ସ୍ୱାର୍ଥ ଶୁଣିବାକୁ ବି ସୁଯୋଗ ଦେଉନଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଏପରିକି ପୁଲିସ ବିଭାଗ ମଧ୍ୟ ସରକାରଙ୍କ ପୋଷାଗୁଣ୍ଡା ଭଳି…

Read More

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ

ବଦଳିଲା ମନରେଗା: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ @Newdelhi #ନୂଆଦିଲ୍ଲୀ(ଏଜେନ୍ସି): କୋଡ଼ିଏ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ବ୍ୟାପକ ପରିବର୍ତ୍ତନ କରି ‘ବିକଶିତ ଭାରତ-ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଭିବି-ଜି ରାମ ଜି) ଆଇନ, ୨୦୨୫’ ପ୍ରସ୍ତୁତ କରାଯାଇଛି। ପିଆଇବି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଏହି ଆଇନ ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର ବେତନ ଆଧାରିତ…

Read More

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ

ବିକଶିତ ଭାରତର ଆଉଗୋଟେ ଝଲକ: ଲୋକସଭାରେ ତିନି ନୂଆ ବିଲ୍ ଆଗତ @Newdelhi #ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ସରକାର ଦେଶର ପ୍ରଗତି ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ଏବେ ବିକଶିତ ଭାରତର ଆଉ ଗୋଟିଏ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍‌ଏ) ବିଲ୍ ୨୦୨୫, ସସ୍‌ଷ୍ଟେନେବୁଲ ହାର୍ନେସିଙ୍ଗ୍ ଆଣ୍ଡ ଆଡଭାନ୍ସମେଣ୍ଟ ଅଫ୍…

Read More

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ

ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ #ରାୟଗଡ଼ା(ଏନ୍‌.ଏମ୍‌.): ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ଏଥିସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ୱର ରେଳ ଚଳାଚଳ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ରାୟଗଡ଼ା ରେଳ ଡିଭିଜନର କାର୍ଯ୍ୟକାରିତାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଲୋକସଭାରେ ପ୍ରଶ୍ନ ଉଠାଇବା ସହ…

Read More

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ

କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ନଗର ଉନ୍ନୟନ ମନ୍ତ୍ରୀ #ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): କଟକରେ ଏଣିକି ଭଙ୍ଗା ହେବ ବିପଦସଂକୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ଏନେଇ ଏବେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ଏକ ଲିଖିତ…

Read More

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର #କଟକ (ଏନ୍‌.ଏମ୍‌.): କଟକରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ସଂଗ୍ରାମ । ପ୍ରାର୍ଥୀମାନେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଆଟାକ କରିବା ଭଳି ବକ୍ତବ୍ୟ ଦେଉଥିବାବେଳେ ପ୍ରତିପକ୍ଷ ମଧ୍ୟ କାଉଣ୍ଟର କରିବାରେ ଲାଗିପଡ଼ିଛନ୍ତି । ତେବେ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ଯୁଦ୍ଧ । ଏକାଧିକବାର ସାଂସଦ ଭାବେ ବିଜୟ ଲାଭ କରିଥିବା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ନବାଗତ ବିଜେଡି…

Read More

ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ

ବିଜେଡି ଛାଡ଼ିଦେଲେ ୪ ଅଭିନେତା: ଶଙ୍ଖକୁ ବାଏ ବାଏ କଲେ ଅନୁଭବ, ଆକାଶ, ଅରିନ୍ଦମ, ସିଦ୍ଧାନ୍ତ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ସିନେମାର ୪ ଅଭିନେତା ବିଜେଡି ଛାଡ଼ି ଦେଇଛନ୍ତି । ଅଭିନେତାରୁ ରାଜନେତା ପାଲଟିଥିବା ଏହି ୪ ଅଭିନେତାଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇ ସାରିଥିବାବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡି ଛାଡ଼ିଥିବା ଏହି ୪ଅଭିନେତା ହେଉଛନ୍ତି- ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ…

Read More

ଚୌଦ୍ୱାର-କଟକ ବିଧାୟକ ଭାବେ ସୌଭିକଙ୍କୁ ପୁନର୍ବାର ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଚୌଦ୍ୱାର-କଟକ ବିଧାୟକ ଭାବେ ସୌଭିକଙ୍କୁ ପୁନର୍ବାର ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା #କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସଂଗଠନ ସୁଦୃଢ଼ ଥିବାବେଳେ ସୌଭିକ ବିଶ୍ୱାଳଙ୍କୁ ପୁନର୍ବାର ଟିକେଟ ଦିଆଯାଇଥିବାରୁ ଏହି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି । ପୂର୍ବଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି । ଏହି ଅବସରରେ ଆଉ ଥରେ ଆସ୍ଥା ପ୍ରକଟ କରି…

Read More

ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା: ବିଜେଡିରୁ ବାରବାଟୀ-କଟକରେ ଲଢ଼ିବା ନେଇ ଚର୍ଚ୍ଚା !

ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା: ବିଜେଡିରୁ ବାରବାଟୀ-କଟକରେ ଲଢ଼ିବା ନେଇ ଚର୍ଚ୍ଚା ! #କଟକ(ଏନ୍‌.ଏମ୍‌.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଭାରତୀୟ ଜନତା ପାର୍ଟି ଛାଡ଼ିଛନ୍ତି । ସେ ଦଳର କଟକ ଜିଲ୍ଲା ସଭାପତି ଥିଲେ । ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି…

Read More

ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ

ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ #ସମ୍ବଲପୁର(ଏନ୍‌.ଏମ୍‌.): ଏଥର ସାଧାରଣ ନିର୍ବାଚନ ପାଇଁ ସବୁଠୁ ରୋଚକପୂର୍ଣ୍ଣ ଲଢ଼େଇ ହେବ ସମ୍ବଲପୁର ଲୋକସଭା ନିର୍ବାଚନରେ । ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାସଂଗ୍ରାମ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟ ଦଳ…

Read More

ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ

ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ କଟକ(ଏନ୍‌.ଏମ୍‌.): କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପିରେ ଯୋଗ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

Read More