କରୋନା ଯୋଗୁଁ କେବଳ ପୁରୀରେ ହେବ ରଥଯାତ୍ରା- ଏସଆରସି
କରୋନା ଯୋଗୁଁ କେବଳ ପୁରୀରେ ହେବ ରଥଯାତ୍ରା- ଏସଆରସି ଭୁବନେଶ୍ୱର(ଏନ୍.ଏମ୍.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପୁରୀ ଛଡା ଅନ୍ୟ କେଉଁଠାରେ ରଥଯାତ୍ରାହୋଇ ପାରିବ ନାହିଁ । ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ…
