ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ
ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ କଟକ(ଏନ୍.ଏମ୍.): ଖାନନଗର ଶ୍ମଶାନରେ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଚୁଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୩୫ ବର୍ଷର ପୁରୁଣା ବିଦ୍ୟୁତ ଶବଦାହ କେନ୍ଦ୍ରକୁ ମାଟିରେ…
