ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଛତୁଚାଷ ସମ୍ପର୍କିତ କର୍ମଶାଳା
ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଛତୁଚାଷ ସମ୍ପର୍କିତ କର୍ମଶାଳା ଚୌଦ୍ୱାର(ଏନ୍.ଏମ୍.): ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍ ତରଫରୁ ନାବାର୍ଡ଼ ଓଡ଼ିଶା ସହାୟତାରେ ସ୍ଥାନୀୟ ବାଣୀପଦା ପଞ୍ଚାୟତ ଚାଙ୍ଗୁଡ଼ିଆ ଓ ବନ୍ଦାଳୋ ଗ୍ରାମର ମହଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କୁ ନେଇ ବ୍ୟବସାୟ ଭିତ୍ତିକ ଛତୁଚାଷ ପ୍ରଶିକ୍ଷଣ ଦିଆଯାଇଛି । ଏହି କର୍ମଶାଳାକୁ ନାବାର୍ଡ଼ କଟକ ଜିଲା ଉପ ପରିଚାଳକ ଏସ୍.ଏସ୍. ପଣ୍ଡା ଉଦ୍ଘାଟନ କରିଥିଲେ । ସମାଜସେବୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ ଓ ଲକ୍ଷ୍ମଣ ରାଉତଙ୍କ ପରିଚାଳନାରେ ଆୟୋଜିତ ଏହି…
