କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ

କଟକ ରୋଟାରୀ କ୍ଲବ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ କଟକ(ଏନ୍‌.ଏମ୍‌.): ରୋଟାରୀ କ୍ଲବ କଟକ ରାଡିଆନ୍ସ ପକ୍ଷରୁ ମ୍ୟୁନିସପାଲଟି ସଫେଇ କର୍ମଚାରୀମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସଭାପତି ଜ୍ଞାନୀ କାନୁନଗୋଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମାତାମଠ ନିକଟସ୍ଥ ରାମକୃଷ୍ଣ ମିଶନ ପରିସରରେ ୬୦ଜଣ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ସହ କମ୍ବଳ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ରୋଟାରିଆନ ଡାକ୍ତର ତାପସ କୁମାର ଦାସ, କ୍ଲବ ଉପଦେଷ୍ଟା ତଥା ଆସିଷ୍ଟାଣ୍ଡ ଗଭର୍ଣ୍ଣର ବିଦ୍ୟୁତ କୁମାରୀ ଲାଲା,…

Read More

ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ଚଳିତ କାର୍ତ୍ତିକେଶ୍ୱର ପୂଜା ପରିପ୍ରେକ୍ଷୀରେ ଜଗତପୁର କାର୍ତ୍ତିକେଶ୍ୱର ପୂଜା ଶାନ୍ତି କମିଟି ପକ୍ଷରୁ ସଭାପତି ତ୍ରିଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କୃଷନେଶ୍ୱର ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଯୋଗଦେଇ ପୂଜାପାର୍ବଣ ପାଇଁ ଥିବା କୋଭିଡ କଟକଣା ସମ୍ପର୍କରେ ଅବଗତ କରାଇବା ସହ କୋଭିଡ ନିୟମ ପରିସରରେ ରହି…

Read More

ପ୍ରତିଭା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ପ୍ରତିଭା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ସଂସ୍କୃତି ସୁସ୍ଥ ସମାଜ ଗଠନର ମୂଳ ଉତ୍ସ: ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ #କଟକ(ଏନ୍‌.ଏମ୍‌.): ସଂସ୍କୃତିର ବିକାଶ ହୋଇ ପାରିଲେ ସମାଜର ଉନ୍ନତି ସମ୍ଭବ ହେବ । କଳାର ପୂର୍ଣ୍ଣ ରୂପ ହିଁ ସଂସ୍କୃତି । ଅନ୍ୟପକ୍ଷରେ କଳା ହିଁ ଆତ୍ମା ସହିତ ପରମାତ୍ମାକୁ ଯୋଡ଼ିବା ପାଇଁ ଏକ ଦୃଶ୍ୟହୀନ ସେତୁ । କଳା ମାଧ୍ୟମରେ ଭଗବାନଙ୍କ ସତ୍ତା ଦେଖିବାକୁ ମିଳେ । କଳା ମାଧ୍ୟମରେ ଭଗବାନଙ୍କ ନିକଟରେ…

Read More

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ: ନଭେମ୍ବର ୭ ଓ ୨୧ତାରିଖରେ ବୁଥରେ ସ୍ୱତନ୍ତ୍ର ଅଭିଯାନ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ: ନଭେମ୍ବର ୭ ଓ ୨୧ତାରିଖରେ ବୁଥରେ ସ୍ୱତନ୍ତ୍ର ଅଭିଯାନ କଟକ(ଏନ୍‌.ଏମ୍‌.): ଜାନୁଆରୀ ୧ତାରିଖକୁ ଯୋଗ୍ୟତା ଭିତ୍ତିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଟକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।…

Read More

ଦୀପାବଳିରେ କୋଭିଡ ପୀଡିତ ପରିବାରକୁ ଭେଟିଲେ ସାଂସଦ

ଦୀପାବଳିରେ କୋଭିଡ ପୀଡିତ ପରିବାରକୁ ଭେଟିଲେ ସାଂସଦ କଟକ(ଏନ୍‌.ଏମ୍‌.): କାଳୀପୁଜାରେ ସାଂସଦ ସୁବାସ ସିଂହ କଟକ ମହାନଗର ନିଗମ ଅଞ୍ଚଳରେ ମୃତ୍ୟୁ ବରଣ କରିଥିବା କରୋନା ପରିବାରକୁ ଘର ଘର ବୁଲି ସାକ୍ଷାତ କରି ତାଙ୍କର ସମସ୍ୟା ବୁଝିଥିଲେ ଓ ଚଣ୍ଡୀମନ୍ଦିର ନିକଟସ୍ଥ ପ୍ରଭୁଦଉ ସାହୁ ଙ୍କ ପରିବାରକୁ ଯାଇ ତାଙ୍କ ବିଧବା ପନ୍ତୀ ଶ୍ରୀମତୀ ସୁନିତା ସାହୁଙ୍କ ଠାରୁ ବିଭିର୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ତୁରନ୍ତ କରୋନା ମୃତୁ ସାଟିଫିକାଟେ ୍େୱବସ୍ତା କରିବା…

Read More

କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା

କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା କଟକ(ଏନ୍‌.ଏମ୍‌.): ଆସନ୍ତା ୨୯ ତାରିଖରୁ ୧୯ବର୍ଷରୁ କମ ବାଳକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତଥା କୁଚବିହାର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ରାଜ୍ୟ ଦଳ ଘୋଷଣା ସମ୍ପର୍କରେ ଜୁନିୟର ଦଳ ଚୟନକର୍ତ୍ତା ସୁବିତ ବିଶ୍ୱାଳ ଓ ଅମୀୟ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଅଧିନାୟକ ଭାବେ ଶ୍ରେଷ୍ଠ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି ।…

Read More

କଟକ, ବଡମ୍ବା ଓ ଢେଙ୍କାନାଳରେ ୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ

କଟକ, ବଡମ୍ବା ଓ ଢେଙ୍କାନାଳରେ ୧୯୭୧ ଯୁଦ୍ଧବୀରମାନଙ୍କ ବାସଭବନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ପବିତ୍ର ବିଜୟ ମଶାଲର ଦୀର୍ଘ ୬ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଗରିମାମୟ ଉପସ୍ଥିତି ରହିଥିବାବେଳେ ଏବେ କଟକରେ ପହଞ୍ଚିଛି । ଏହି ଅବସରରେ ୧୯୭୧ମସିହାର ଯୁଦ୍ଧବୀର ଯବାନଙ୍କ ବାସଗୃହକୁ ଯାତ୍ରା କରିବା ଅବସରରେ ସବୁଠାରେ ଏହାକୁ ଉଚ୍ଛ୍ୱସିତ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି…

Read More

ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ

ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଅଞ୍ଚଳର ସର୍ବ ପ୍ରାଚୀନ ନିମପୁର ଶ୍ମଶାନରେ ପବିତ୍ର ଦୀପାବଳୀ ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ୧୦୦୮ ଦୀପ ଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ମୁରବୀ ହରିହର ପଣ୍ଡା, ତ୍ରିଲୋଚନ ପଣ୍ଡା, ସଚ୍ଚିଦାନନ୍ଦ ଶୁକ୍ଳ, ମହେନ୍ଦ୍ର ମହାନ୍ତି,ବିଭୁଦତ୍ତ ଶୁକ୍ଳ, ତୀର୍ଥାନନ୍ଦ ପଣ୍ଡା, ମାନସ ପରିଡା, ଶ୍ରୀମନ୍ତ ପଣ୍ଡା, ଲୋକନାଥ ଶତପଥୀ, ବିଶ୍ୱଜିତ ମହାନ୍ତି, ଅରୁଣ ଭୂୟାଁ,…

Read More

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷଣ ଶିବିରରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷଣ ଶିବିରରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ଭୁୁବେନଶ୍ୱର (ଏନ୍‍.ଏମ୍‍.): ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲେକ୍ଷ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’କୁ ବୁଧବାର ପୂର୍ବାହ୍େଣର ଭୁବେନଶ୍ୱର ୟନିଟ୍‌-୧ ଆଦିବାସୀ ପଡିଆସ୍ଥିତ ଏନ୍‌.ସି.ସି. କ୍ୟାମ୍ପ(ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଶିବିର)ରେ ସ୍ୱାଗତ କରାଯାଇଥିଲା । ପବିତ୍ର ବିଜୟ ମଶାଲ ଏଠୋର ପହଞ୍ଚିବା ପରେ ଏନ୍‌.ସି.ସି…

Read More

ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲରେ ପହଞ୍ଚିଲା ବିଜୟ ମଶାଲ : ବୀର ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେଲା ସ୍ୱର୍ଣ୍ଣିମ ବିଜୟ ବର୍ଷ

ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲରେ ପହଞ୍ଚିଲା ବିଜୟ ମଶାଲ : ବୀର ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେଲା ସ୍ୱର୍ଣ୍ଣିମ ବିଜୟ ବର୍ଷ ଭୁୁବନେଶ୍ୱର (ଏନ୍‍.ଏମ୍‍.): ଭୁବନେଶ୍ୱର ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲଠାରେ ପବିତ୍ର ବିଜୟ ମଶାଲ ପହଁଚିବା ପରେ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏହାକୁ ଏନ୍‌.ସି.ସି କ୍ୟାଡେଟ୍‌ଙ୍କ ଦ୍ୱାରା ଗ୍ରହଣ କରାଯାଇ ବିଦ୍ୟାଳୟର ପ୍ରେକ୍ଷାଳୟ(ଭି.ଆର. ହଲ)କୁ ଅଣାଯାଇଥିଲା । ସେଠାରେ ବିଜୟ ମଶାଲ ଅବସ୍ଥାପିତ ହେବା ପରେ ପ୍ରଥମେ ଜାତୀୟ ସଂଗୀତ ପରିବେଷଣ…

Read More

ସେଣ୍ଟ ଜାଭିୟର୍ସ ପକ୍ଷରୁ ଦୀପାବଳୀ ଉତ୍ସବ

ସେଣ୍ଟ ଜାଭିୟର୍ସ ପକ୍ଷରୁ ଦୀପାବଳୀ ଉତ୍ସବ #କଟକ(ଏନ୍‍.ଏମ୍‍.): ସ୍ଥାନୀୟ ନୂଆବଜାର ସ୍ଥିତ ସେଣ୍ଟ ଜାଭିୟର୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଦୀପାବଳୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ନିଗ୍ଧା ମହାନ୍ତି ଓ ନିମନ୍ତ୍ରିତ ଅତିଥି ଭାବେ ସାମର୍ଥ ମହାନ୍ତି ଯୋଗ ଦେଇଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭୂଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ ସଂଗୀତ ମାଧ୍ୟମରେ କୋମଳ ମତି ଛାତ୍ର ଛାତ୍ରୀ ମାନେ ଭାରତୀୟ…

Read More

ବାଣ ଫୁଟାଇବା ଓ ବିକ୍ରି ନେଇ କଟକଣା ଜାରିକଲେ ସ୍ୱତନ୍ତ୍ର ରିଲିଫ କମିଶନର

ବାଣ ଫୁଟାଇବା ଓ ବିକ୍ରି ନେଇ କଟକଣା ଜାରିକଲେ ସ୍ୱତନ୍ତ୍ର ରିଲିଫ କମିଶନର ଭୁବନେଶ୍ୱର(ଏନ୍‌.ଏମ୍‌.): ଉଚ୍ଚ ନ୍ୟାୟାଳୟରେ ରାୟ ପ୍ରକାଶ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ୍ ଜାରି କରିଛନ୍ତି । ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସତର୍କ…

Read More